ଓଡ଼ିଆମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ତିଥିକୁ ଛୋଟ ପିଲାଙ୍କ ଵିଦ୍ୟାରମ୍ଭ ପାଇଁ ଏକ ଶୁଭ ବେଳା ବୋଲି ବିଶ୍ୱାସ କରନ୍ତି । ଓଡ଼ିଆଙ୍କ ଵିଦ୍ୟାରମ୍ଭ, ପାରମ୍ପରିକ ଭାବେ ଵିଧିଵିଧାନ ଅନୁଯାୟୀ ଅନୁଷ୍ଠିତ ହୁଏ । ଶିଶୁର ବୋଧ ଆସିବା ପରେ ଏପରି ଏକ ପବିତ୍ର ଦିନରେ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ…
