Changu Dance is one of the famous tribal dance forms of Odisha. Changu is a rural variety of the tambourine, a musical instrument. It is played by the male-members of the Bhuiyan, Bathudi, Kharia, Juanga, Mechi and Kondha communities of Sundergarh, Keonjhar, Mayurbhanj and Phulbani.
ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉଚ୍ଚ ପାର୍ବତ୍ୟଅଞ୍ଚଳର ଅଧିବାସୀ ହେଉଛନ୍ତି ଭୁୟାଁ ସମ୍ପ୍ରଦାୟର । ସେମାନେ ଏହି ନୃତ୍ୟ ପ୍ରଦର୍ଶନ କରନ୍ତି । ପ୍ରଥମେ ଯୁବକମାନେ ମିଳିତ ହୋଇ ଚାଙ୍ଗୁ ବାଇଦ ବଜାନ୍ତି । ଏ ବାଦ୍ୟର ଅହ୍ବାନରେ ଯୁବତୀମାନେ ଆସି ନୃତ୍ୟସ୍ଥଳରେ ଉପସ୍ଥିତ ହୁଅନ୍ତି । ସରଳ ସାବଲୀଳ ଭାଷାରେ ଗ୍ରାମ୍ୟକବିଙ୍କ ପ୍ରେମ-ପ୍ରଣୟ ଭିତ୍ତିକ ଗୀତ ଗାୟନ କରାଯାଏ । ଏହାର ତାଳେ ତାଳେ ନୃତ୍ୟ ପରିବେଷଣ ହୁଏ ।
ଗୋଟିଏ ଗାଁର ଯୁବକ ଯୁବତୀମାନେ ଆର ଗାଁର ଯୁବକଯୁବତୀମାନଙ୍କ ସହ ମିଳିତ ହୋଇ ମଧ୍ୟ ନୃତ୍ୟ କରନ୍ତି । ଏହି ଅବସରରେ ଯୁବକମାନେ ଯୁବତୀମାନଙ୍କୁ ବିଭିନ୍ନ ଉପହାର ଆଣି ଦିଅନ୍ତି । ଏହାର ପ୍ରତି ବଦଳରେ ଯୁବତୀମାନେ ଯୁବକମାନଙ୍କୁ ଖାଦ୍ୟପେୟ ଦେଇ ଆପ୍ୟାୟିତ କରିଥାଆନ୍ତି ।
Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…