ଗୋଲକ ଵିହାରୀ ଧଳ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ୧୯୨୧ରେ ଜନ୍ମ ହୋଇଥିଲେ । କିନ୍ତୁ ଏ ଯୋଗଜନ୍ମାଙ୍କୁ କୌଣସି ଭୌଗଳିକ ସୀମା ଆବଦ୍ଧ କରିପାରିନଥିଲା । ୧୯୪୩ରେ ରେଵେନ୍ସା ଵିଶ୍ୱଵିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ, ୧୯୪୯ରେ ଲଣ୍ଡନ ଵିଶ୍ୱଵିଦ୍ୟାଳୟ, ସେଠାରୁ ଆମେରିକା ଓ ଫ୍ରାନ୍ସ ଯାତ୍ରା କରିଥିଲେ । ଭାରତକୁ ଫେରିବା ପରେ ସେ ୧୯୭୫ରେ…
