ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭଉଣୀର ସୁରକ୍ଷାପାଇଁ ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଚଳିତ ବର୍ଷ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲେଶ୍ଵରରୁ ଏବିଭିପି ଛାତ୍ର ସଂଗଠନ ପରିଷଦ ପକ୍ଷରୁ ସେନାରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ଶୁଭ ମନାସି କାର୍ଯ୍ୟକର୍ତ୍ତାମାନେ ସମଗ୍ର ବାଲେଶ୍ଵର ଜିଲ୍ଲାର ଅଧିକାଂଶ କଲେଜରୁ ରାକ୍ଷୀ…
