ଖରାଦିନ ଆସିଲେ ଛକ ବଜାର ରାସ୍ତା ଘାଟ ଆଦିରେ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ବେସରକାରୀ ଓ ସରକାରୀ ସଂସ୍ଥାମାନଙ୍କ ସହଯୋଗରେ ସାମୟିକ ଜଳଛତ୍ରମାନ ପ୍ରତିଷ୍ଠା କରାଯାଏ । ଏଇ ଜଳଛତ୍ରଗୁଡ଼ିକରେ ପାଣି ବଦଳେଇବା, ପରିଷ୍କାର ପରିଚ୍ଛନ୍ନତା ରଖିବା, ଛାୟା ଓ ଶୀତଳତା ଆଦିର ସୁବନ୍ଦୋବସ୍ତ କରିବା, ପରିଚାଳକଙ୍କ ଗୁରୁ ଦାୟିତ୍ୱ ହୋଇଥାଏ । ଉଚିତ ପରିଚାଳନା ହୋଇପାରିଲେ ହିଁ…
