ପୌଷ ମାସର ପ୍ରଥମ ଦିନ ଧନୁସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏଇ ଦିନ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରନ୍ତି । ସୂର୍ଯ୍ୟ ଏଇ ଦିନର ଉପାସ୍ୟ । ଗଙ୍ଗା ଯମୁନା, ଗୋଦାବରୀ ଆଦି ପବିତ୍ର ନଦୀମାନଙ୍କରେ ଶ୍ରଦ୍ଧାଳୁ ପୁଣ୍ୟ ମନେକରି ବୁଡ଼ ପକାଇଥାନ୍ତି । କଳାବାରିରେ ମେଢ଼ି ଖୁଣ୍ଟ ନିକଟରେ ମୁଆଁ ପୂଜା ହୁଏ ।…

ପୌଷ ମାସର ପ୍ରଥମ ଦିନ ଧନୁସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏଇ ଦିନ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରନ୍ତି । ସୂର୍ଯ୍ୟ ଏଇ ଦିନର ଉପାସ୍ୟ । ଗଙ୍ଗା ଯମୁନା, ଗୋଦାବରୀ ଆଦି ପବିତ୍ର ନଦୀମାନଙ୍କରେ ଶ୍ରଦ୍ଧାଳୁ ପୁଣ୍ୟ ମନେକରି ବୁଡ଼ ପକାଇଥାନ୍ତି । କଳାବାରିରେ ମେଢ଼ି ଖୁଣ୍ଟ ନିକଟରେ ମୁଆଁ ପୂଜା ହୁଏ ।…
ଝୋଟି ଓଡ଼ିଆ ଚଳଣିରେ ଏକ ହାତକଳା । ଓଡ଼ିଶାର ପ୍ରତି ପର୍ବପର୍ବାଣି, ପୂଜା ବ୍ରତ ଓ ଓଷାରେ ଓଡ଼ିଆଣୀମାନେ ପାରମ୍ପରିକ ଭାବେ ଘର ଲିପା ପୋଛା କରି ଝୋଟି ଚିତା ଓ ମୁରୁଜ ଅଙ୍କନ କରନ୍ତି । ଲକ୍ଷ୍ମୀଙ୍କୁ ଆବାହନ ପାଇଁ ମାର୍ଗଶୀର ମାସ ପ୍ରତି ଗୁରୁବାର ଦିନ ଘରେ ଘରେ ଦାଣ୍ଡ ଦୁଆରୁ ଲକ୍ଷ୍ମୀଙ୍କ…
ମାର୍ଗଶୀର ଶୁକ୍ଳଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି…
ମାନବ ଲୀଳା କରୁଥିବା ଆମ ଆରାଧ୍ୟ ଠାକୁର ବିଭିନ୍ନ ପାର୍ବଣରେ ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି । ଠିକ ମଣିଷଙ୍କ ଭଳି ଖାଆନ୍ତି ମଣିଷଙ୍କ ଭଳି ପିଅନ୍ତି ମଣିଷଙ୍କ ଭଳି ବର୍ଷକୁ ଥରେ ଜ୍ୱର ହୁଏ, ମାଉସୀ ଘର ବୁଲି ଆସନ୍ତି । ସେପରି ମାର୍ଗଶୀର ମାସ (ଶୀତଦିନ) ଉପନୀତ ହୋଇଥିବାରୁ ତାଙ୍କୁ ମଧ୍ୟ…
କାଞ୍ଜିଅଁଳା ଓଡ଼ିଆ ଘରେ ଏକ ସ୍ୱତନ୍ତ୍ର ପର୍ବ । ମାର୍ଗଶିର କୃଷ୍ଣପକ୍ଷ ନବମୀ ତିଥିରେ ସଞ୍ଜରେ ଅଗଣାରେ ପୂଜା ଆରମ୍ଭ ହୁଏ । ୭ଟି ପିତା ଶୁଖୁଆକୁ ବୋହୁ ମନେକରି ହଳଦୀ ପାଟ ପିନ୍ଧାଇ କଦଳୀ ପତ୍ରରେ ଥୋଇ ପୂଜା କରାଯାଏ । ଘରର ବୋହୂମାନେ ଶଙ୍ଖ ବଜାଇ ହୁଳହୁଳି ପକାଇ ବନ୍ଦାପନା କରନ୍ତି ।…
ପ୍ରଥମାଷ୍ଟମୀ (Prathamastami) ସାରା ଓଡ଼ିଶାରେ ଆନନ୍ଦ ଓ ଉତ୍ସାହର ପର୍ବ ଭାବେ ପାଳନ କରାଯାଇଥାଏ । ଉତ୍କଳୀୟ ଧର୍ମୀୟ ବିଶ୍ୱାସ ଅନୁଯାୟୀ ଏହି ଦିନ ଶ୍ରୀଲିଙ୍ଗରାଜ ମହାପ୍ରଭୁ ତାଙ୍କ ମାମୁଁ ଘରକୁ ଯାଇ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ପରିଧାନ କରିଥିଲେ । ଏହି ପର୍ବରେ ପରିବାରରେ ଥିବା ଜ୍ୟେଷ୍ଠ ପୁତ୍ର ବା କନ୍ୟାକୁ ନୂଆ ବସ୍ତ୍ର…
କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାନଦୀ ତ୍ରିକୋଣ ଭୂମି କୁଦରେ ଶ୍ରୀ ଧବଳେଶ୍ୱର ମହାପ୍ରଭୁଙ୍କ ମନ୍ଦିର ଅବସ୍ଥିତ । ବଡ଼ଓଷା ଏଠାରେ ପାଳିତ ହେଉଥିବା ସବୁଠାରୁ ବଡ଼ ପର୍ଵ । ବଡ଼ ଓଷା କରୁଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ମାସ ପ୍ରଥମ ସୋମବାରଠାରୁ ବ୍ରତ ଆରମ୍ଭ କରିଥାନ୍ତି । ଧର୍ମମାସ କାର୍ତ୍ତିକରେ ଧବଳେଶ୍ୱର ପୀଠରେ ମାସ…
Diwali, also known as Deepavali—literally the “festival of lights”—is the most important festival in Hinduism. While the festival preparations and rituals typically extend over a five-day period, the main festival night of Diwali coincides with new moon night of the…