ପ୍ରଖ୍ୟାତ ଡାଲଖାଇ ନୃତ୍ୟାଙ୍ଗନା ଗୁରୁବାରୀ ମିର୍ଦ୍ଧା ଆଉ ଆମ ଗହଣରେ ନାହାନ୍ତି । ଆଜକୁ ପ୍ରାୟ ଅଠଚାଳିଶ ବର୍ଷ ପୂର୍ବେ ତାଙ୍କର ଚମତ୍କାର ନୃତ୍ୟ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ହଁ ଆମେ ସେ ଗୁରୁବରୀଙ୍କ କଥା କହୁଛୁ ଯିଏ ଦିନେ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇ ଓଡ଼ିଶା…
