୧୮ ମଇ ଥିଲା ଵିଶ୍ଵ ସଂଗ୍ରହାଳୟ ଦିଵସ । ସଂଗ୍ରହାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ଵୃଦ୍ଧି କରେ । ସମୟେ ସମୟେ ସଂଗ୍ରହାଳୟମାନ ବୁଲି ଗବେଷଣାତ୍ମକ ଜ୍ଞାନ ଆହରଣ କରିଵାକୁ ଆମେ ଛାତ୍ରଛାତ୍ରୀଙ୍କୁ ପ୍ରଵର୍ତ୍ତାଇଥାଉ । କିନ୍ତୁ ଦୁଃଖର କଥା ଯେ, ଵିଦେଶରେ ଏପରି ସୁବିଧା ହାତ ପାଆନ୍ତରେ ଥିଵା ଵେଳେ, ଓଡ଼ିଶାରେ ଅଧିକାଂଶ ସଂଗ୍ରହାଳୟମାନ…
