―ଭାଷା― ୧) ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ୟ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା । ୨) ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ୟ ରହିଥିଲା ।…

―ଭାଷା― ୧) ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ୟ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା । ୨) ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ୟ ରହିଥିଲା ।…
ଭାରତରେ ବନ୍ଧୁତାକୁ ବହୁତ ଗୁରୁତ୍ଵ ଦିଆଯାଇଆସୁଛି, ଫଳରେ ଆମ ଦେଶରେ ସାଙ୍ଗ ଅର୍ଥକୁ ପ୍ରକାଶ କରିଵାକୁ ସହସ୍ରାଧିକ ଶବ୍ଦ ଵିଭିନ୍ନ ଭାଷାରେ ରହିଛି । ସଂସ୍କୃତରେ — ସଵୟସ,ସଂସର୍ଗିନ୍,ସଖ,ସଖା,ସଖି,ଆପ୍ତ, ମିତ୍ର/ମୈତ୍ର,ଉତ୍ତରସାଧକ,ଵନୁସ୍(ଵିଶେଷଣ), ସୁହାର୍ଦ(ଵିଣ), ଵଲ୍ଲଭ(ଵିଣ), ସୁରଭି(ଵିଣ), ସହଚାରିଣୀ(ସ୍ତ୍ରୀ), ସୁହୃତ, ସୁହୃଜ୍ଜନ, ସମାନ, ପ୍ରିୟକୃତ, ବାନ୍ଧଵ, ଵୟମ୍, ସ୍ନେହିନ, ସଧ୍ର୍ଯଞ୍ଚ, ଵହତି, ପ୍ରାଵିତୃ, ସୌହୃଦ, ଭରଣ୍ଯୁ, ପରସ୍ପରଜ୍ଞ, ଵୟସ୍ଯକ,…
ପୂର୍ଵେ ଶ୍ରାଵଣ ମାସରେ ଓଡ଼ିଆ ଲୋକେ ଅନେକ ପର୍ଵ ପାଳୁଥିଲେ । ଏଵେ ସେଇ ସବୁ ସ୍ଥାନ ଉତ୍ତର ଭାରତରୁ ଉତ୍ପତ୍ତି ଲାଭ କରିଥିଵା କିଛି ପର୍ଵ ନେଇଯାଇଛି । ସେଥିମଧ୍ୟରୁ କାଉଡ଼ି ଯାତ୍ରା ଓ ରକ୍ଷା ବନ୍ଧନ ଅନ୍ୟତମ । ସମୟକ୍ରମେ ନୂଆ ନୂଆ ପର୍ଵ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରୁଛି, ପୁରୁଣାରୁ ଆଗ୍ରହ…
ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି “ଶ୍ରୀଜୀ” କିଂଵା “ଜୀ” ଶବ୍ଦ…
■■■■ମାନକ ଓଡ଼ିଆ■■■■■ ମାନକ ଓଡ଼ିଆ କୌଣସି ଗୋଟିଏ ଅଞ୍ଚଳର ବୋଲୀ ଵା ଶୈଳୀ ନୁହେଁ ଵରଂ ଏହା ସମସ୍ତ ଓଡ଼ିଆ ଅଞ୍ଚଳର ଶୈଳୀ ଓ ଶବ୍ଦକୁ ନେଇ ଗଠିତ ହୋଇଥିବା ଅନେକ ଵିଦ୍ଵାନଙ୍କ ମତ । ମାନକ ଓଡ଼ିଆ ଭାଷା ପାଲୀ ପାକୃତର ତିନୋଟି ଭିନ୍ନ ଭିନ୍ନ ଅପଭ୍ରଂଶ । ୧→ଉଡ୍ରୀ(ପଶ୍ଚିମ ଓଡିଶା ତଥା ଛତିଶଗଡ଼ର…
ଆଲୋକର ପର୍ବ ଦୀପାବଳି ସାରା ଭାରତରେ ଭିନ୍ନ ଭିନ୍ନ ମତକୁ ନେଇ ବିଭିନ୍ନ ଶୈଳୀରେ ପାଳିତ ହୋଇଥାଏ । ଉତ୍ତରଭାରତୀୟ ରାମଙ୍କର ଅଯୋଧ୍ୟା ଆଗମନ ଖୁସିରେ ଦୀପାଵଳି ପାଳନ୍ତି । ଶକ୍ତି ଉପାସକଙ୍କ ପାଇଁ ଦୀପାଵଳି ଦେବୀ କାଳିଙ୍କର ଅନ୍ୟତମ ପୂଜାର୍ଚ୍ଚନାର ଦିଵସ । ଦକ୍ଷିଣ ଭାରତୀୟ ମାନେ ନରକାସୁର ବଧ ତଥା କେତେକ ଅଞ୍ଚଳରେ…
“ଗଣପତି ବପ୍ପା ମୋରୟା, ମଙ୍ଗଳମୂର୍ତ୍ତି ମୋରୟା, ପୁଢ଼ଚ୍ୟାଵର୍ଷୀ ଲବକରୟା” ଅର୍ଥାତ ‘ହେ ମଙ୍ଗଳକାରୀ ପିତା, ଆର ଥରକୁ ଆହୁରି ଶିଘ୍ର ଆସିବ !’ ଗଣପତି ଗଜଵନ୍ଦନରେ “ମୋରୟା”ର ଏହି ନାଦ କିଛି ଶତାବ୍ଦୀ ମଧ୍ୟରେ ମହାରାଷ୍ଟ୍ରରୁ ଉତ୍ତର ଭାରତରେ ଲୋକପ୍ରିୟ ହୋଇ ଆଜି ଓଡ଼ିଶାରେ ପ୍ରଚଳିତ ହେଲାଣି । ଅଧୁନା ଦେଶରେ ଗଣେଶ ଚତୁର୍ଥୀଠାରୁ ଗଣେଶ…
ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ…