କଟକ ଜିଲ୍ଲା ଟାଙ୍ଗୀବ୍ଲକର ଆଡ଼ମ୍ବପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ସେଠୀଙ୍କ ପୁତ୍ର ମୋହନ ସେଠୀ । ସେ ୨୦୧୫ ମସିହା ଜୁନ ୨୮ ତାରିଖରେ ଅବିଶ୍ଵାସନୀୟ ସାହାସିକତା ପ୍ରଦର୍ଶନ କରି ଗେଙ୍ଗୁଟି ନଦୀର ପ୍ରଖର ସୁଅରୁ ନିଜ ସାଙ୍ଗଙ୍କୁ ରକ୍ଷା କରିଥିଲେ । ସେଦିନ ସକାଳେ ଜଳୌକା ସଚ୍ଚିଦାନନ୍ଦ ଉପ୍ରା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର…
