ଥାଇଲାଣ୍ଡ ଗଣେଶ ହେଉଛନ୍ତି ରାଜଧାନୀ ଭୁବନେଶ୍ଵରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପୂଜା ପାଉଥିବା ଗଣେଶଙ୍କ ମଧ୍ୟରେ ସବୁଠୁ ବଡ଼ ଗଣେଶ । ଉଚ୍ଚତା ୨୫ ଫୁଟ, ଚଉଡ଼ା ୩୫ ଫୁଟ ଓ ଗୋଲେଇ ୨୨ଫୁଟ । ମାସେ କାଳ ଦଶଜଣ କରିଗରଙ୍କ ଦ୍ୱାରା ତିଆରି ହେଉଥିବା ଏହି ମୂର୍ତ୍ତି ପିଛା ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ…

ଥାଇଲାଣ୍ଡ ଗଣେଶ ହେଉଛନ୍ତି ରାଜଧାନୀ ଭୁବନେଶ୍ଵରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପୂଜା ପାଉଥିବା ଗଣେଶଙ୍କ ମଧ୍ୟରେ ସବୁଠୁ ବଡ଼ ଗଣେଶ । ଉଚ୍ଚତା ୨୫ ଫୁଟ, ଚଉଡ଼ା ୩୫ ଫୁଟ ଓ ଗୋଲେଇ ୨୨ଫୁଟ । ମାସେ କାଳ ଦଶଜଣ କରିଗରଙ୍କ ଦ୍ୱାରା ତିଆରି ହେଉଥିବା ଏହି ମୂର୍ତ୍ତି ପିଛା ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ…
ଭାଦ୍ରବ ମାସ ପୂର୍ଣ୍ଣିମାକୁ ଭାଗବତ ଜନ୍ମଦିନ ରୂପେ ଓଡ଼ିଶାରେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥିତ ଅଛି । ଓଡ଼ିଆ ଭାଷାର ପ୍ରସାର କରିବା ଦିଗରେ ଏବଂ ଓଡ଼ିଆମାନଙ୍କ ଭଗବତ ସଂହତି ରକ୍ଷା କରିବା ଦିଗରେ ଓଡ଼ିଆ ଭାଗବତର ଅବଦାନ ଅସୀମ । ଓଡ଼ିଆ…
ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ, ଗୁରୁତ୍ୱ ବହନ କରି ଆସିଛି । ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ ।ଶ୍ରାବଣ ମାସର…
ସର୍ବପ୍ରଥମେ ଆମେ ଆପଣଙ୍କୁ ଗୁରୁଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛୁ । ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଗୁରୁଦିବସ ପାଳନ ହୁଏ । UK ରେ ଅକ୍ଟୋବର ୫ ଓ USA ରେ ମଇ ମାସର ପ୍ରଥମ ସପ୍ତାହ ଶିକ୍ଷକଙ୍କ ଲାଗି ଉତ୍ସର୍ଗ କରାଯାଏ । କିନ୍ତୁ ଭାରତରେ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ…
ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଏବଂ ବିଘ୍ନ ବିନାଶକ ଗଣେଶଙ୍କୁ ସମସ୍ତେ ପୂଜା କରିଥାଆନ୍ତି । ବିଶେଷକରି ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଙ୍କର ପୂଜା ମହା ସମାରୋହରେ ପାଳିତ ହୋଇଥାଏ । ସମଗ୍ର ବିଶ୍ବରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବା ବେଳେ ଓଡ଼ିଆମାନଙ୍କର…
୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳମାଧ୍ୟମରେ ପଠାଇ…
Heard about this Jagannath Temple in Kanpur Uttarpradesh which predicts the rainfall date 15 days before? ଚମତ୍କାରର ଦେଶ ଭାରତ । ଏଇଠି ଅନେକ ଘଟଣା ଦେଖିବାକୁ ମିଳେ ଯାହାର ରହସ୍ୟ ଆଚମ୍ବିତ କରେ । ଯେମିତିକି ଉତ୍ତରପ୍ରଦେଶର ଏକ ମନ୍ଦିର ବର୍ଷାର ସଂକେତ ଦେବାରେ ଅନେକ ବର୍ଷ ହେବ…
Alarnatha Temple is a temple dedicated to Vishnu and located in Brahmagiri, near Puri.It becomes crowded after the Snana Yatra when lord Jagannath cannot be seen in Puri. During this period, popularly known as Anasara or ‘Anavasara’ instead of having darshan in…
Did you know :”ପତଞ୍ଜଳି ଯୋଗ ସୂତ୍ର ଏଇ ପୃଥିବୀର ମହାନ ଗ୍ରନ୍ଥ ଯାହା ସବୁଠୁ ନିରସ ଏବଂ ଅତି ଅରୁଚିକର ଅଟେ ଯେ କୌଣସି ବିଦ୍ୱାନ ଏହାକୁ ପଢିବାକୁ ଅମଙ୍ଗ ହୁଅନ୍ତି ।” ମାନବ ତନ୍ତ୍ରକୁ ବୁଝିବା ଓ ଏହାର ସମ୍ଭାବନାକୁ ଖୋଜିବା କାମ ଆଦିଯୋଗୀଙ୍କ ପୂର୍ବରୁ କେହି କରିନଥିଲେ ।…
A beautiful article describing all the links in mythology and differnet parts of world of this Odisha special Raja Parba celebration for 3 days. ରଜପର୍ବ ଚାରି ଦିନ ଧରି ପାଳନ କରାଯାଏ । ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ ଓ ପ୍ରଥମ…