ଜନ ଗଣ ମନ … ନୋବେଲ ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ୫ ଟି ଛନ୍ଦର ସମାହାର ସାଧୁ ବଙ୍ଗଳା ( ସମକକ୍ଷ ଓଡ଼ିଆ)ରେ ଲିଖିତ । ସେଥିରୁ ପ୍ରଥମ ଛନ୍ଦଟି ଭାରତର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଲିଖିତ : ରବୀନ୍ଦ୍ରନାଥ ଠାକୁର ପ୍ରଥମ ଗାନ : ଭାରତୀୟ ଜାତୀୟ କଂଗ୍ରେସର…
ରେଖାଙ୍କିତ ଶୂନ୍ୟତା : A short story by Prabir Kumar Sahoo
ହୁଇଲ ଚେୟାରରୁ ସମର ର ହାତଟା ଖସିଗଲା ବେଳକୁ ନିଲୁ ଆସି ଧରି ପକେଇଲା।ହୁଏତ ଅତୀତକୁ ମନେ ପକାଉ ପକାଉ ସମର ର ଆଖି ଲାଗି ଯାଇଥିଲା ହୁଇଲ ଚେୟାର ଉପରେ। ବେଡ଼ ପାଖକୁ ଚେୟାରଟାକୁ ନେଇଯାଇ ସମରକୁ ଲମ୍ବ କରି ଶୁଆଇ ଦେଲା, ତା ମୁଣ୍ଡକୁ ତକିଆ ଉପରେ ରଖି ଆଉଁସିଦେଲା। ଦୁହିଁଙ୍କ ଭିତରର…
ଗାଁର କଥା – (୧୩) ଭାର୍ଗବୀର ଦୁଃଖ beautiful blog in Odia by Chandra Sekhar Dash
ମହାନଦୀର ଅଣନତୁଣୀ ହେଲା ଭାର୍ଗବୀ ନଦୀ। ଆମ ଗାଁକୁ ଦୁଇ ପଟୁ ଘେରି ରହିଛି। ଭାର୍ଗବୀକୁ ଚିରି ଯେଉଁ ନୂଆ ନଈ ଖୋଳା ହେଇଛି, ସେ ଆମ ଗାଁର ପୂର୍ବପଟେ, ଯୌବନ ଶୂନ୍ୟ ଅବସ୍ଥାରେ, ଜନ୍ମ ସମୟରୁ ସମୁଦ୍ର ଆଡକୁ ଲମ୍ବି ଯାଇଛି। ସେ ନୂଆ ନଈ ହେବା ପୂର୍ବରୁ, ପିଲାଦିନେ ଭାର୍ଗବୀର କେତେ…
ଗହ୍ମା ପୂର୍ଣ୍ଣିମାରେ ବଳଦେବଙ୍କ ଜନ୍ମ ଉତ୍ସବ ଆଉ ରକ୍ଷା ବନ୍ଧନ ପରମ୍ପରା
ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ…
ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ
ସମ୍ବିଧାନରେ ଏପରି ଏକ ତାଲିକା ଅଛି ଯେଉଁଥିରେ ଦର୍ଶାଯାଇଛି ଯେ କେଉଁ ନାଗରିକ କେତେ ସ୍ଥାନାଙ୍କରେ ଅଛନ୍ତି । * ସ୍ଥାନ ୧ – ଭାରତର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହିଁ ଭାରତର ପ୍ରଥମ ନାଗରିକ ଅଟନ୍ତି । ଦେଶର ରାଷ୍ଟ୍ରପତିଙ୍କୁ ପ୍ରଥମେ ଏହି ଅଧିକାର ଦିଆଯାଇଛି । ଏବେର ରାଷ୍ଟ୍ରପତି ହେଉଛନ୍ତି ଶ୍ରୀ ରାମନାଥ…
#OdiaPost : ଅଶି ଦଶକରେ ଚର୍ଚ୍ଚିତ ହୋଇଥିଲା ଶିମିଳିପାଳ ଅଭୟାରଣ୍ୟର ବାଘରାଣୀ ଖଇରୀ
(ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ମନେ ପକାଉଛୁ ସ୍ନେହ ଆଦର ପାଇ ହିଂସ୍ର ପ୍ରକୃତି ଛାଡ଼ି ନିରୀହା, ଅଲିଅଳି ପାଲଟି ଯାଇଥିବା ପ୍ରସିଦ୍ଧ ବାଘୁଣୀ ‘ଖଇରୀ’କୁ) ଯଶୀପୁରର ପୋଷାବାଘୁଣୀ ଖଇରୀ ସେତେବେଳେ ଶିମିଳିପାଳ ପାଇଁ ଅନେକ ପ୍ରସିଦ୍ଧି ଆଣିଥିଲା । ଦେଶ ବିଦେଶରୁ ପର୍ଯ୍ୟଟକ, ଗବେଷକଙ୍କମାନେ ଛୁଟି ଆସୁଥିଲେ ତାକୁ ଦେଖିବା ପାଇଁ । ବାଘ…
Widowhood: Life of a Living Sati – A Blog by Debajani Mohanty
“Don’t stare at your grandma when she is back from the river. You are newly-wed” It was certainly the dark day in our life, when my legendary grandfather left us for his heavenly abode. Widows of the community escorted…
#OdiaPost : ଅବଦୁଲ କାଲାମ ଦ୍ବୀପ ଓ କିଛି କଥା : A Blog on APJ Abdul Kalam Island of Odisha Coast
ଓଡ଼ିଶା ଉପକୂଳରୁ ୧୦ କିମି ଦୂରରେ କଳିଙ୍ଗ ସାଗରରେ ଅବସ୍ଥିତ ଦୁଇ କିଲୋମିଟର ଦୈର୍ଘ୍ୟ ଏବଂ ୩୯୦ ଏକର (୧.୬ ବର୍ଗ କିମି) କ୍ଷେତ୍ରଫଳ ବିଶିଷ୍ଟ ଦ୍ବୀପ ହେଉଛି ହୁଇଲର । ଅଧୁନା ଏହା ଭାରତର ସର୍ବାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଭାବେ ପରିଚୟ ପାଇଛି । ଏହି ଦ୍ବୀପରୁ ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ମଧ୍ୟରେ…
ଗାଁର କଥା – ଛୋଟ ନଈ ନୂଆ ନଈ : beautiful blog in Odia by Chandra Sekhar Dash
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଁଣ୍ଡୋ, ଭାର୍ଗବୀ ନଦୀର କୂଳରେ ଅବସ୍ଥିତ। ସେଠାରୁ ଚାରି କିଲୋମିଟର ପରେ ସେହି ନଦୀ କୂଳରେ ଏକ ପୁରାତନ ହାଟ- ଗବକୁଣ୍ଡ ଏବଂ ଆଉ ଏକ କିଲୋମିଟର ପରେ, ଆମ ଗାଁ। ଏ ସବୁ ଭାର୍ଗବୀ ନଦୀର ବାମ ପଟେ ଅବସ୍ଥିତ। ନଦୀଟି ଆମ ଗାଁକୁ ଛୁଇଁ, ଚିଲିକା…
କେରଳୀ ଓଡିଆ : Another beautiful short story in Odia by Chandra Sekhar Dash
ବହୁ ଜାତି, ଧର୍ମ ଓ ଭାଷାର ଦେଶ ଭାରତ। ଏତେ ଯୁଗଯାଏ ଏକାଠି ଥିବାରୁ, ଜ୍ଞାନୀମାନେ କହନ୍ତି ଯେ ବିବିଧତା ଭିତରେ ଏକତା, ଅଦୃଷ୍ଟ ଅଠା ଭଳି ସମସ୍ତଙ୍କୁ ବାନ୍ଧି ରଖିଛି। ଯଦି ଗୋଟିଏ ଉଦାହରଣ ଶୁଣିବାକୁ ଚାହାଁନ୍ତି, ତାହେଲେ ଶୁଣନ୍ତୁ। ୧୯୭୮ ମସିହା ଡିସେମ୍ବର ମାସ। ଆମ ଗାଁରେ ମିଳିମିଳା ରୋଗ ପ୍ରାୟ…