କଟକଠାରୁ ୨୩ କିଲୋମିଟର ଏବଂ ୪୨ ନମ୍ବର ଜାତୀୟ ରାଜପଥରୁ ୫ କିଲୋମିଟର ଦୂରରେ ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟସ୍ଥ ମହାନଦୀ ଗର୍ଭର ତ୍ରିକୋଣ ଭୂମି କୁଦରେ ଐତିହାସିକ ଶୈବପୀଠ ଶ୍ରୀ ଧବଳେଶ୍ୱରଙ୍କ ମନ୍ଦିର ଅବସ୍ଥିତ । ଧବଳେଶ୍ୱର ନିକଟରେ ମହାନଦୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏଠାରେ ନଦୀର ଗଭୀରତା ପ୍ରାୟ…
#OdiaPost କନ୍ଧମାଳ ବିଶିପଡ଼ାର ୧୮୦ ବର୍ଷର ପୁରୁଣା ଲଙ୍କାପୋଡ଼ି ଯାତ୍ରାରେ ଚରିତ୍ରମାନେ ପିନ୍ଧନ୍ତି ବିରଳ କାଠମୁଖା
ଓଡ଼ିଶାର ଗାଁ ଗହଳିରେ ରାମଲୀଳା ବା ରାମ ନାଟକ ହେଉଛି ଏକ ଅତି ପୁରୁଣା ପରମ୍ପରା । ରାମ ନବମୀଠାରୁ ରାମଲୀଳା ପିଣ୍ଡିମାନଙ୍କରେ ଆରମ୍ଭ ହୋଇଯାଏ ରାମଲୀଳା । ଓଡ଼ିଶାର ଅନେକ ଗାଁରେ ରାମଲୀଳା ନାଟକ ମଞ୍ଚସ୍ଥ ହେଉଥିଲେ ହେଁ କନ୍ଧମାଳର ବିଶିପଡ଼ାରେ ଆୟୋଜିତ ହେଉଥିବା ରାମଲୀଳା ସବୁଠୁ ନିଆରା । ଏଠିକାର ରାମଲୀଳା ୧୮୩୫ରୁ ଆରମ୍ଭ…
#OdiaPost ପୁନର୍ଜୀବିତ ହେଉଛି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପରମ୍ପରା
ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ରଥଯାତ୍ରା । ଏହି ଯାତ୍ରାରେ ସୂର୍ଯ୍ୟଦେବତାଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରାକରନ୍ତି । ଦୀର୍ଘ ୨୭ ଦିନ ଲାଗି ଏଇ ଯାତ୍ରା ଶାମ୍ବ ଦଶମୀରୁ ଆରମ୍ଭ ହୋଇ ମାଘ ମାସର ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ଚାଲେ । କିମ୍ବଦନ୍ତୀ ଅନୁଯାୟୀ ଶାମ୍ୱ ମିତ୍ରାଦିତ୍ୟଙ୍କ ମୂର୍ତ୍ତିକୁ କୋଣାର୍କରେ…
ପରିଚୟ : A beautiful Odia Blog on Odisha by Deepak Kumar Das
ଅଲ ଇଣ୍ଡିଆ ରେଡ଼ିଓ , 3 ଜୁନ 1947, ତତ୍କାଳୀନ ଭାଇସରାୟ ଗଭର୍ନର ଜେନେରାଲ ଲର୍ଡ଼ ଲୁଇ ମାଉଣ୍ଟ ବ୍ୟାଟନ ଘୋଷଣା କଲେ ଇଂରେଜ ସରକାର ଅଗଷ୍ଟ ମାସ ରେ ଭାରତ ର ସ୍ୱାଧୀନତା ଘୋଷଣା କରିବ, ସାଙ୍ଗ ରେ ଥିଲେ ଜବାହର ଲାଲ ନେହେରୁ, ଶିଖ ମାନଙ୍କର ନେତା ସର୍ଦ୍ଦାର ବଳଦେବ ସିଂ ଓ…
#OdiaPost ଶୀତଦିନେ ପ୍ରାକୃତିକ ଗରମପାଣିରେ ଗାଧୋଇବାର ମଜା ପାଇଁ ପିକନିକ ସହ ଯୋଡ଼ନ୍ତୁ ଏଇ ୪ଟି ଉଷ୍ମପ୍ରସ୍ରବଣ
How will it be to have a natural hot water bath in these cold days? If you are thinking a picnic in this winter, dont forget to add these hot spring destinations in your list. Its having health benefits too. Not…
The City That I am In Love With…. From a true ‘Bhuensaria’ : A nice blog by Ashes Roy
When I talk about Bhubaneswar, I tend to get nostalgic. I guess, its pretty normal. I usually don’t get so emotional about Calcutta. However, Calcutta gives home a second name. While Bhubneshwar is absolute joy, Calcutta is a relief. While…
#OdiaPost : ଧନୁ ସଂକ୍ରାନ୍ତିରେ ହୁଏ ମୁଆଁ ଭୋଗ । ଧନୁମୁଆଁ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା
ପୌଷ ମାସର ପ୍ରଥମ ଦିନ ଧନୁସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏଇ ଦିନ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରନ୍ତି । ସୂର୍ଯ୍ୟ ଏଇ ଦିନର ଉପାସ୍ୟ । ଗଙ୍ଗା ଯମୁନା, ଗୋଦାବରୀ ଆଦି ପବିତ୍ର ନଦୀମାନଙ୍କରେ ଶ୍ରଦ୍ଧାଳୁ ପୁଣ୍ୟ ମନେକରି ବୁଡ଼ ପକାଇଥାନ୍ତି । କଳାବାରିରେ ମେଢ଼ି ଖୁଣ୍ଟ ନିକଟରେ ମୁଆଁ ପୂଜା ହୁଏ ।…
#OdiaPost : ଲକ୍ଷେ ଲକ୍ଷ୍ମୀପାଦ ଝୋଟି ଓ ଲକ୍ଷ୍ମୀ ପୁରାଣ ପାଠ – ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତି
ଝୋଟି ଓଡ଼ିଆ ଚଳଣିରେ ଏକ ହାତକଳା । ଓଡ଼ିଶାର ପ୍ରତି ପର୍ବପର୍ବାଣି, ପୂଜା ବ୍ରତ ଓ ଓଷାରେ ଓଡ଼ିଆଣୀମାନେ ପାରମ୍ପରିକ ଭାବେ ଘର ଲିପା ପୋଛା କରି ଝୋଟି ଚିତା ଓ ମୁରୁଜ ଅଙ୍କନ କରନ୍ତି । ଲକ୍ଷ୍ମୀଙ୍କୁ ଆବାହନ ପାଇଁ ମାର୍ଗଶୀର ମାସ ପ୍ରତି ଗୁରୁବାର ଦିନ ଘରେ ଘରେ ଦାଣ୍ଡ ଦୁଆରୁ ଲକ୍ଷ୍ମୀଙ୍କ…
#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ
ମାର୍ଗଶୀର ଶୁକ୍ଳଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି…
#OdiaPost ଆମ ଠାକୁରଙ୍କୁ ବି ହୁଏ ଶୀତ । ପିନ୍ଧନ୍ତି ଶୀତବସ୍ତ୍ର । ଓଢ଼ଣ ଷଷ୍ଠୀରୁ ହୁଏ ଘୋଡ଼ଲାଗି ବେଶ
ମାନବ ଲୀଳା କରୁଥିବା ଆମ ଆରାଧ୍ୟ ଠାକୁର ବିଭିନ୍ନ ପାର୍ବଣରେ ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି । ଠିକ ମଣିଷଙ୍କ ଭଳି ଖାଆନ୍ତି ମଣିଷଙ୍କ ଭଳି ପିଅନ୍ତି ମଣିଷଙ୍କ ଭଳି ବର୍ଷକୁ ଥରେ ଜ୍ୱର ହୁଏ, ମାଉସୀ ଘର ବୁଲି ଆସନ୍ତି । ସେପରି ମାର୍ଗଶୀର ମାସ (ଶୀତଦିନ) ଉପନୀତ ହୋଇଥିବାରୁ ତାଙ୍କୁ ମଧ୍ୟ…