Bhubaneswar Buzz

Citizen Bloggers

#OdiaPost ଭୁବନେଶ୍ୱରରେ ଆକର୍ଷଣ ସାଜିଛନ୍ତି ଥାଇଲାଣ୍ଡ ଗଣେଶ

#OdiaPost ଭୁବନେଶ୍ୱରରେ ଆକର୍ଷଣ ସାଜିଛନ୍ତି ଥାଇଲାଣ୍ଡ ଗଣେଶ

ଥାଇଲାଣ୍ଡ ଗଣେଶ ହେଉଛନ୍ତି ରାଜଧାନୀ ଭୁବନେଶ୍ଵରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପୂଜା ପାଉଥିବା ଗଣେଶଙ୍କ ମଧ୍ୟରେ ସବୁଠୁ ବଡ଼ ଗଣେଶ । ଉଚ୍ଚତା ୨୫ ଫୁଟ, ଚଉଡ଼ା ୩୫ ଫୁଟ ଓ ଗୋଲେଇ ୨୨ଫୁଟ । ମାସେ କାଳ ଦଶଜଣ କରିଗରଙ୍କ ଦ୍ୱାରା ତିଆରି ହେଉଥିବା ଏହି ମୂର୍ତ୍ତି ପିଛା ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ…

#OdiaPost ଭାଗବତ ଜନ୍ମ  –  ୫୦୦ ବର୍ଷର ସ୍ମୃତି ଉଜ୍ଜୀବିତ କରୁଛନ୍ତି ଓଡ଼ିଶାବାସୀ

#OdiaPost ଭାଗବତ ଜନ୍ମ – ୫୦୦ ବର୍ଷର ସ୍ମୃତି ଉଜ୍ଜୀବିତ କରୁଛନ୍ତି ଓଡ଼ିଶାବାସୀ

  ଭାଦ୍ରବ ମାସ ପୂର୍ଣ୍ଣିମାକୁ ଭାଗବତ ଜନ୍ମଦିନ ରୂପେ ଓଡ଼ିଶାରେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥିତ ଅଛି । ଓଡ଼ିଆ ଭାଷାର ପ୍ରସାର କରିବା ଦିଗରେ ଏବଂ ଓଡ଼ିଆମାନଙ୍କ ଭଗବତ ସଂହତି ରକ୍ଷା କରିବା ଦିଗରେ ଓଡ଼ିଆ ଭାଗବତର ଅବଦାନ ଅସୀମ । ଓଡ଼ିଆ…

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ, ଗୁରୁତ୍ୱ ବହନ କରି ଆସିଛି । ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ ।ଶ୍ରାବଣ ମାସର…

#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ

#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ

ସର୍ବପ୍ରଥମେ ଆମେ ଆପଣଙ୍କୁ ଗୁରୁଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛୁ । ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଗୁରୁଦିବସ ପାଳନ ହୁଏ । UK ରେ ଅକ୍ଟୋବର ୫ ଓ USA ରେ ମଇ ମାସର ପ୍ରଥମ ସପ୍ତାହ ଶିକ୍ଷକଙ୍କ ଲାଗି ଉତ୍ସର୍ଗ କରାଯାଏ । କିନ୍ତୁ ଭାରତରେ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ…

#OdiaPost ପାରମ୍ପରିକ ଖଡ଼ିଛୁଆଁ ବିଧିରୁ ହୁଏ ଓଡ଼ିଆମାନଙ୍କ ବିଦ୍ୟାଶିକ୍ଷାର ଶୁଭାରମ୍ଭ

#OdiaPost ପାରମ୍ପରିକ ଖଡ଼ିଛୁଆଁ ବିଧିରୁ ହୁଏ ଓଡ଼ିଆମାନଙ୍କ ବିଦ୍ୟାଶିକ୍ଷାର ଶୁଭାରମ୍ଭ

  ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଏବଂ ବିଘ୍ନ ବିନାଶକ ଗଣେଶଙ୍କୁ ସମସ୍ତେ ପୂଜା କରିଥାଆନ୍ତି । ବିଶେଷକରି ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଙ୍କର ପୂଜା ମହା ସମାରୋହରେ ପାଳିତ ହୋଇଥାଏ । ସମଗ୍ର ବିଶ୍ବରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବା ବେଳେ ଓଡ଼ିଆମାନଙ୍କର…

#OdiaPost ୧୯୦୧ ମସିହା: ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ସମ୍ବଲପୁରରେ ଓଡ଼ିଆ ଭାଷା ଆନ୍ଦୋଳନ – ଓଡ଼ିଆ ଅଦାଲତ ଭାଷା ହେବା ସହ ପୁନଃ ପ୍ରଚଳିତ ହେଲା

#OdiaPost ୧୯୦୧ ମସିହା: ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ସମ୍ବଲପୁରରେ ଓଡ଼ିଆ ଭାଷା ଆନ୍ଦୋଳନ – ଓଡ଼ିଆ ଅଦାଲତ ଭାଷା ହେବା ସହ ପୁନଃ ପ୍ରଚଳିତ ହେଲା

୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳମାଧ୍ୟମରେ ପଠାଇ…