Bhubaneswar Buzz

Festivals

#OdiaPost : ଧନୁ ସଂକ୍ରାନ୍ତିରେ ହୁଏ ମୁଆଁ ଭୋଗ । ଧନୁମୁଆଁ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା

#OdiaPost : ଧନୁ ସଂକ୍ରାନ୍ତିରେ ହୁଏ ମୁଆଁ ଭୋଗ । ଧନୁମୁଆଁ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା

ପୌଷ ମାସର ପ୍ରଥମ ଦିନ ଧନୁସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏଇ ଦିନ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରନ୍ତି । ସୂର୍ଯ୍ୟ ଏଇ ଦିନର ଉପାସ୍ୟ । ଗଙ୍ଗା ଯମୁନା, ଗୋଦାବରୀ ଆଦି ପବିତ୍ର ନଦୀମାନଙ୍କରେ ଶ୍ରଦ୍ଧାଳୁ ପୁଣ୍ୟ ମନେକରି ବୁଡ଼ ପକାଇଥାନ୍ତି । କଳାବାରିରେ ମେଢ଼ି ଖୁଣ୍ଟ ନିକଟରେ ମୁଆଁ ପୂଜା ହୁଏ ।…

#OdiaPost କାଞ୍ଜିଅଁଳା – ଅଜବ ଏ ପୂଜା କାଞ୍ଜି, ଚକୁଳି ଓ ମାଛ ତରକାରୀରେ ଥାଏ ମଜା

#OdiaPost କାଞ୍ଜିଅଁଳା – ଅଜବ ଏ ପୂଜା କାଞ୍ଜି, ଚକୁଳି ଓ ମାଛ ତରକାରୀରେ ଥାଏ ମଜା

କାଞ୍ଜିଅଁଳା ଓଡ଼ିଆ ଘରେ ଏକ ସ୍ୱତନ୍ତ୍ର ପର୍ବ । ମାର୍ଗଶିର କୃଷ୍ଣପକ୍ଷ ନବମୀ ତିଥିରେ ସଞ୍ଜରେ ଅଗଣାରେ ପୂଜା ଆରମ୍ଭ ହୁଏ । ୭ଟି ପିତା ଶୁଖୁଆକୁ ବୋହୁ ମନେକରି ହଳଦୀ ପାଟ ପିନ୍ଧାଇ କଦଳୀ ପତ୍ରରେ ଥୋଇ ପୂଜା କରାଯାଏ । ଘରର ବୋହୂମାନେ ଶଙ୍ଖ ବଜାଇ ହୁଳହୁଳି ପକାଇ ବନ୍ଦାପନା କରନ୍ତି ।…

#OdiaPost ପ୍ରଥମାଷ୍ଟମୀ – ଏଣ୍ଡୁରି ପିଠାରେ ଘର ମହକେ

#OdiaPost ପ୍ରଥମାଷ୍ଟମୀ – ଏଣ୍ଡୁରି ପିଠାରେ ଘର ମହକେ

ପ୍ରଥମାଷ୍ଟମୀ (Prathamastami) ସାରା ଓଡ଼ିଶାରେ ଆନନ୍ଦ ଓ ଉତ୍ସାହର ପର୍ବ ଭାବେ ପାଳନ କରାଯାଇଥାଏ । ଉତ୍କଳୀୟ ଧର୍ମୀୟ ବିଶ୍ୱାସ ଅନୁଯାୟୀ ଏହି ଦିନ ଶ୍ରୀଲିଙ୍ଗରାଜ ମହାପ୍ରଭୁ ତାଙ୍କ ମାମୁଁ ଘରକୁ ଯାଇ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ପରିଧାନ କରିଥିଲେ । ଏହି ପର୍ବରେ ପରିବାରରେ ଥିବା ଜ୍ୟେଷ୍ଠ ପୁତ୍ର ବା କନ୍ୟାକୁ ନୂଆ ବସ୍ତ୍ର…