Bhubaneswar Buzz

Festivals

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ, ଗୁରୁତ୍ୱ ବହନ କରି ଆସିଛି । ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ ।ଶ୍ରାବଣ ମାସର…

#OdiaPost ଜନ୍ମାଷ୍ଟମୀ : ସବୁଠୁ ବଡ଼ ଆକର୍ଷକଙ୍କ ଜନ୍ମ  – ଶ୍ରୀ ଶ୍ରୀ ରବିଶଙ୍କର

#OdiaPost ଜନ୍ମାଷ୍ଟମୀ : ସବୁଠୁ ବଡ଼ ଆକର୍ଷକଙ୍କ ଜନ୍ମ – ଶ୍ରୀ ଶ୍ରୀ ରବିଶଙ୍କର

ଜନ୍ମାଷ୍ଟମୀ ଭଗବାନ କୃଷ୍ଣଙ୍କ ଜନ୍ମ ଉତ୍ସବ ଅଟେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀର ଅର୍ଦ୍ଧଚନ୍ଦ୍ର ଓ କୃଷ୍ଣଙ୍କ ଜନ୍ମାଷ୍ଟମୀ ମଧ୍ୟରେ ଅଛି ଏକ ଅପୂର୍ବ ସମ୍ବନ୍ଧ । ଏହି ଅଷ୍ଟମୀର ଅର୍ଦ୍ଧଚନ୍ଦ୍ର ପ୍ରକଟ ଓ ଅପ୍ରକଟ ବୋଲି ଦୁଇଟି ଜିନିଷର ସମନ୍ବୟର ପ୍ରତୀକ । ‘ପ୍ରକଟ’ ହେଉଛି ବସ୍ତୁ/ ପାର୍ଥିବ ଜଗତ  ଓ…

#OdiaPost ଖୁଦୁରୁକୁଣୀ ଓଷା – ତଅପୋଇ ଓ ସାଧବଘର କଥା

#OdiaPost ଖୁଦୁରୁକୁଣୀ ଓଷା – ତଅପୋଇ ଓ ସାଧବଘର କଥା

ଖୁଦୁରୁକୁଣୀ ଓଷା ଓଡ଼ିଶାର ଅତି ପ୍ରାଚୀନ ତଥା ଖାଣ୍ଟି ଓଡ଼ିଆ ଓଷା ମଧ୍ୟରୁ ଗୋଟିଏ ।  ଓଡିଶାର ପୁରପଲ୍ଲୀରେ ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅ ମାନେ ମା ମଙ୍ଗଳାଙ୍କ ପାଖରେ ନିଜ ଭାଇ ମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଏକ ଉତ୍କଳୀୟ…

ଇତିହାସରେ ରକ୍ଷା ବନ୍ଧନ ପରମ୍ପରା –  କେବଳ ରକ୍ତ ସମ୍ପର୍କ ମଧ୍ୟରେ ସୀମିତ ରହିନାହିଁ

ଇତିହାସରେ ରକ୍ଷା ବନ୍ଧନ ପରମ୍ପରା – କେବଳ ରକ୍ତ ସମ୍ପର୍କ ମଧ୍ୟରେ ସୀମିତ ରହିନାହିଁ

“ଅସଲରେ ରକ୍ଷା ବନ୍ଧନ ପରମ୍ପରା ସେଇମାନେ ଆରମ୍ଭ କରିଥିଲେ ଯେଉଁମାନେ ପ୍ରକୃତରେ ଭାଇ ଭଉଣୀ ନଥିଲେ । ରକ୍ତ ସମ୍ପର୍କ ନଥାଇ ବି ସାମାନ୍ୟ ଏକ ଡୋରି ସେମାନଙ୍କୁ ଭାଇ ଭଉଣୀର ଅତୁଟ ସମ୍ପର୍କରେ ବାନ୍ଧି ପାରିଥିଲା ।” ରକ୍ଷା ବନ୍ଧନର ପରମ୍ପରା ପ୍ରାୟ ୬୦୦୦ ବର୍ଷ ପୁରୁଣା ଅନୁମାନ କରାଯାଏ । କିନ୍ତୁ କୌଣସି…

#OdiaPost : ଗହ୍ମାପୂର୍ଣ୍ଣିମାକୁ ଅଧିକ ମନୋରଞ୍ଜନଧର୍ମୀ କରେ ଓଡ଼ିଶାର ପାରମ୍ପରିକ ଖେଳ ଗହ୍ମାଡିଆଁ

#OdiaPost : ଗହ୍ମାପୂର୍ଣ୍ଣିମାକୁ ଅଧିକ ମନୋରଞ୍ଜନଧର୍ମୀ କରେ ଓଡ଼ିଶାର ପାରମ୍ପରିକ ଖେଳ ଗହ୍ମାଡିଆଁ

ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ…