Bhubaneswar Buzz

Odia Articles

ପଖାଳ : A beautiful short story in Odia by Prabir Kumar Sahoo

ପଖାଳ : A beautiful short story in Odia by Prabir Kumar Sahoo

  ବର୍ଷସାରା ଚାଷକାମରେ ଲାଗି ରହୁଥିବା ବିଜୁ, ଏଇ ତିନିମାସ ଗାଁ ମୁଣ୍ଡ ହାଇୱେ ପାଖରେ ଥିବା ବରଗଛ ମୂଳେ ଦହିବରା ବେପାର କରେ, ଯେ ପର୍ଯ୍ୟନ୍ତ ମାଟିରେ ହଳଫାଳ ଲାଗିବା ପାଗ ହେଇନି। ତା ମନ ଜାଣି ଭଗବାନ ତାକୁ କୁନି ପରି ସ୍ତ୍ରୀ ଟିଏ ଦେଇଛନ୍ତି। ବିଜୁ ଯେମିତି ଚାଷକାମରେ ମାଟି ସହ…

ଅନୁତାପ : A nice Odia short story by Sanjay Kumar Biswal

ଅନୁତାପ : A nice Odia short story by Sanjay Kumar Biswal

ବିଳମ୍ବିତ ରାତି । ସମୟ ପ୍ରାୟ ୧୨ ତା ହେବ । ଡାକ୍ତରଖାନା ରେ ଥାଏ ମୁ ମୋର ଗୋଟେ ସାଙ୍ଗ ସହ । ସବୁ ଆଡେ ଥାଏ ଗଭୀର ନୀରବତା । କିଛି ଅସ୍ପଷ୍ଟଶବ୍ଦ ଶୁଭିବାରୁ ବୁଲିକି ଦେଖିଲି । ରକ୍ତ ରେ ଭିଜା ଥାଏ ଜଣଙ୍କ ଶରୀର । ତାକୁ ଚାହୁଁଚାହୁଁ କୋହରେ…

A beautiful Odia Short Story ଅଭିମାନ  by Sanjay Kumar Biswal

A beautiful Odia Short Story ଅଭିମାନ by Sanjay Kumar Biswal

ରାତ୍ରି ପ୍ରାୟ ୨-୩ ଟା ହେବ , ଖଟ ଉପରେ ଆଖି ବୁଜି ପଡିଥାଏ ସିନା ହେଲେ ମନ ବିଚଳିତ ଥାଏ | ଲାଗୁଥିଲା ସାରା ଶରୀର ସତେଯେପରି ବରଫ ପରି ଜମି ଯାଇଛି ଆଉ କେହି ଜଣେ ମତେ ଆଖି ବଡ ବଡ କରିକି ଅନେଇକି ବସିଛି | ଯେତେ ଚେଷ୍ଟା କଲେ ବିସାହସ…

#OdiaPost ଅକ୍ଷମତା ଉପରେ ବିଜୟ – ବୁଲେଟ ହିରୋ ସତୀଶଙ୍କ ପ୍ରେରଣାଦାୟକ କାହାଣୀ

#OdiaPost ଅକ୍ଷମତା ଉପରେ ବିଜୟ – ବୁଲେଟ ହିରୋ ସତୀଶଙ୍କ ପ୍ରେରଣାଦାୟକ କାହାଣୀ

ଦୁନିଆରେ ଆମ ଚାରିପାଖେ ବାସ୍ତବିକ ଜୀବନର ହିରୋଙ୍କ ସଂଖ୍ୟ ପ୍ରକୃତରେ କିଛି କମ ନୁହେଁ । ଅନେକ ସମୟରେ ଆମ ନଜର ତାଙ୍କ ଉପରେ ପଡ଼ିନଥାଏ କାରଣ ମୁଖ୍ୟ ସ୍ରୋତର ମିଡ଼ିଆ ସେମାନଙ୍କୁ ଧ୍ୟାନ ହିଁ ଦେଇନଥାନ୍ତି । ହିରୋ ଅନ୍ୟମାନଙ୍କ ଜୀବନ ସକାରାତ୍ମକ ଭାବନାରେ ଭରିଦିଅନ୍ତି । ଏପରି ଏକ ରିୟଲ ଲାଇଫ ହିରୋ ହେଉଛନ୍ତି ସତୀଶ ।…

Another nice Blog by Deepak Das : ମେରୁଦଣ୍ଡ

Another nice Blog by Deepak Das : ମେରୁଦଣ୍ଡ

  ମୋ କାହାଣୀ ମୁଁ ସେ ସମୟରୁ ଲେଖୁଛି ଯେତେବେଳେ ମୋତେ ୧୮-୨୦ ବର୍ଷ ବୟସ ହେଇଥିବ, ହେତୁ ବି ଠିକ ସେ ପଡୁନି l ଏବେ ୬୦ ପାର କରିବନି ବୋଧେ l କାଳିଆ କସରା ମୋର କେବେଠୁ ଚାଲି ଗଲେଣି , ଶରୀର ରେ ଦମ୍ଭ ଆଉ ନାହିଁ , ଦାଣ୍ଡ ଖଟ ରେ ବସି ରହୁଛି ଦିନ ସାରା , କରିବି କଣ , ଚାଷ ଜମି ତ ସବୁ ପଡିଆ…

#OdiaPost ବିଶ୍ବର ମଙ୍ଗଳ କାମନା ନିମିତ୍ତ ୧୮୭୬ରୁ ଆୟୋଜିତ ହେଉଛି ଯୋରନ୍ଦା ମହିମା ମେଳା

#OdiaPost ବିଶ୍ବର ମଙ୍ଗଳ କାମନା ନିମିତ୍ତ ୧୮୭୬ରୁ ଆୟୋଜିତ ହେଉଛି ଯୋରନ୍ଦା ମହିମା ମେଳା

ଯୋରନ୍ଦା ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରୁ ପୂର୍ଣ୍ଣିମା ଯାଏଁ ତିନିଦିନ ଧରି ଆୟୋଜିତ ହୋଇଥାଏ । ଏହି ମେଳାର ମୁଖ୍ୟ ଆର୍କଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ ଦେଖିବା । ମେଳା ତିନି ଦିନ ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହଣ ମହଣ ଘିଅରେ ବୃହତ ପିତ୍ତଳ ଝାଡ଼ଦୀପ ପ୍ରଜ୍ବଳନ କରାଯାଏ…

#OdiaPost ମାଘସପ୍ତମୀରୁ ଆରମ୍ଭ ପୁରାଣ ପ୍ରସିଦ୍ଧ ଖଣ୍ଡଗିରି ମେଳା

#OdiaPost ମାଘସପ୍ତମୀରୁ ଆରମ୍ଭ ପୁରାଣ ପ୍ରସିଦ୍ଧ ଖଣ୍ଡଗିରି ମେଳା

ମାଘ ସପ୍ତମୀରୁ ମାଘ ପୂର୍ଣ୍ଣିମା ନଅଦିନ ଧରି ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ କାହିଁ କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି କୁମ୍ଭମେଳା । ମେଳାରେ ସାଧୁସନ୍ଥଙ୍କ ସମାବେଶ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ଖଣ୍ଡଗିରିର ମାହାତ୍ମ୍ୟ ଅନେକ ବଢ଼ିଯାଏ । ଏହି…

#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ

#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ

ପଞ୍ଚାମୃତ – ପାଞ୍ଚଟି ଜିନିଷର ସମାହାରରେ ଅମୃତ ସମ ଦ୍ରବ୍ୟଟିଏ । ଦେଶୀ ଗାଈର କ୍ଷୀର, ଘିଅ, ଦହି, ମହୁ ଓ ଗୁଡ଼ ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚାମୃତ ତିଆରି ହୁଏ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ କର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା ମଧ୍ୟ କରାଯାଏ…