କଟକ ଜିଲ୍ଲା ଟାଙ୍ଗୀବ୍ଲକର ଆଡ଼ମ୍ବପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ସେଠୀଙ୍କ ପୁତ୍ର ମୋହନ ସେଠୀ । ସେ ୨୦୧୫ ମସିହା ଜୁନ ୨୮ ତାରିଖରେ ଅବିଶ୍ଵାସନୀୟ ସାହାସିକତା ପ୍ରଦର୍ଶନ କରି ଗେଙ୍ଗୁଟି ନଦୀର ପ୍ରଖର ସୁଅରୁ ନିଜ ସାଙ୍ଗଙ୍କୁ ରକ୍ଷା କରିଥିଲେ । ସେଦିନ ସକାଳେ ଜଳୌକା ସଚ୍ଚିଦାନନ୍ଦ ଉପ୍ରା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର…
A nice Odia Short story by Deepak Das : ତିନୋଟି ଘର
ମୁଁ ଯେତେବେଳେ ଗାଁ ସ୍କୁଲ ରେ ପଢ଼ୁଥିଲି ବାପାଙ୍କ ସହ ବେଳେ ବେଳେ କଟକ ଆସେ, ମୋର ସବୁବେଳ ଇଛା ହୁଏ କି କେମିତି ମୁଁ କଟକ ବା ଭୁବନେଶ୍ୱର ରେ ରୁହନ୍ତି କି l କଲେଜ ପଢିବା ଭୁବନେଶ୍ୱର ରେ ଠିକ ହେଇଗଲା, ମୋତେ ଜୀବନର ଗୋଟେ ଯେମିତି ଗୋଟେ ବଡ ସୋପାନ ଚଢିଲା ପରି…
#OdiaPost ଧବଳେଶ୍ୱର ପୀଠରେ ଭାରତର ଦୀର୍ଘତମ (୨୫୪ ମିଟର) ପାଦଚଲା ଝୁଲାପୋଲ
କଟକଠାରୁ ୨୩ କିଲୋମିଟର ଏବଂ ୪୨ ନମ୍ବର ଜାତୀୟ ରାଜପଥରୁ ୫ କିଲୋମିଟର ଦୂରରେ ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟସ୍ଥ ମହାନଦୀ ଗର୍ଭର ତ୍ରିକୋଣ ଭୂମି କୁଦରେ ଐତିହାସିକ ଶୈବପୀଠ ଶ୍ରୀ ଧବଳେଶ୍ୱରଙ୍କ ମନ୍ଦିର ଅବସ୍ଥିତ । ଧବଳେଶ୍ୱର ନିକଟରେ ମହାନଦୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏଠାରେ ନଦୀର ଗଭୀରତା ପ୍ରାୟ…
#OdiaPost କନ୍ଧମାଳ ବିଶିପଡ଼ାର ୧୮୦ ବର୍ଷର ପୁରୁଣା ଲଙ୍କାପୋଡ଼ି ଯାତ୍ରାରେ ଚରିତ୍ରମାନେ ପିନ୍ଧନ୍ତି ବିରଳ କାଠମୁଖା
ଓଡ଼ିଶାର ଗାଁ ଗହଳିରେ ରାମଲୀଳା ବା ରାମ ନାଟକ ହେଉଛି ଏକ ଅତି ପୁରୁଣା ପରମ୍ପରା । ରାମ ନବମୀଠାରୁ ରାମଲୀଳା ପିଣ୍ଡିମାନଙ୍କରେ ଆରମ୍ଭ ହୋଇଯାଏ ରାମଲୀଳା । ଓଡ଼ିଶାର ଅନେକ ଗାଁରେ ରାମଲୀଳା ନାଟକ ମଞ୍ଚସ୍ଥ ହେଉଥିଲେ ହେଁ କନ୍ଧମାଳର ବିଶିପଡ଼ାରେ ଆୟୋଜିତ ହେଉଥିବା ରାମଲୀଳା ସବୁଠୁ ନିଆରା । ଏଠିକାର ରାମଲୀଳା ୧୮୩୫ରୁ ଆରମ୍ଭ…
#OdiaPost ପୁନର୍ଜୀବିତ ହେଉଛି କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପରମ୍ପରା
ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ରଥଯାତ୍ରା । ଏହି ଯାତ୍ରାରେ ସୂର୍ଯ୍ୟଦେବତାଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରାକରନ୍ତି । ଦୀର୍ଘ ୨୭ ଦିନ ଲାଗି ଏଇ ଯାତ୍ରା ଶାମ୍ବ ଦଶମୀରୁ ଆରମ୍ଭ ହୋଇ ମାଘ ମାସର ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ଚାଲେ । କିମ୍ବଦନ୍ତୀ ଅନୁଯାୟୀ ଶାମ୍ୱ ମିତ୍ରାଦିତ୍ୟଙ୍କ ମୂର୍ତ୍ତିକୁ କୋଣାର୍କରେ…
Manogya Digbalaya : A special showcase of Literary works of Manoj Das at Rajdhani Book Fair this January
ଆସନ୍ତା ଜାନୁଆରୀ ୪ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ରାଜଧାନୀ ପୁସ୍ତକମେଳାରେ “ ମନୋଜ୍ଞ ଦିଗବଳୟ “ ନାମିତ ଏକ ବିଶେଷ ପ୍ରଦର୍ଶନୀ ଆୟୋଜିତ ହେବାକୁ ଯାଉଛି । ବିଶିଷ୍ଟ ସାରସ୍ଵତ ସାଧକ ଶ୍ରୀ ମନୋଜ ଦାସଙ୍କ ସମସ୍ତ ସାହିତ୍ୟ କୃତୀ ଏହିଠାରେ ସ୍ଥାନିତ ହେବ।୧୯୪୯ ମସିହାରେ ନବମ ଶ୍ରେଣୀର ଛାତ୍ର ଥିବା ସମୟରେ ଶ୍ରୀ…
ପରିଚୟ : A beautiful Odia Blog on Odisha by Deepak Kumar Das
ଅଲ ଇଣ୍ଡିଆ ରେଡ଼ିଓ , 3 ଜୁନ 1947, ତତ୍କାଳୀନ ଭାଇସରାୟ ଗଭର୍ନର ଜେନେରାଲ ଲର୍ଡ଼ ଲୁଇ ମାଉଣ୍ଟ ବ୍ୟାଟନ ଘୋଷଣା କଲେ ଇଂରେଜ ସରକାର ଅଗଷ୍ଟ ମାସ ରେ ଭାରତ ର ସ୍ୱାଧୀନତା ଘୋଷଣା କରିବ, ସାଙ୍ଗ ରେ ଥିଲେ ଜବାହର ଲାଲ ନେହେରୁ, ଶିଖ ମାନଙ୍କର ନେତା ସର୍ଦ୍ଦାର ବଳଦେବ ସିଂ ଓ…
#OdiaPost ଶୀତଦିନେ ପ୍ରାକୃତିକ ଗରମପାଣିରେ ଗାଧୋଇବାର ମଜା ପାଇଁ ପିକନିକ ସହ ଯୋଡ଼ନ୍ତୁ ଏଇ ୪ଟି ଉଷ୍ମପ୍ରସ୍ରବଣ
How will it be to have a natural hot water bath in these cold days? If you are thinking a picnic in this winter, dont forget to add these hot spring destinations in your list. Its having health benefits too. Not…
ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଆଉ ଏକ ରେକର୍ଡ଼ – ମକାଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପୁରସ୍କାର
ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କଠାରୁ ପୁରସ୍କାର, ଭିନ୍ନକ୍ଷମ ଚିହ୍ନଟ ଓ ଥଇଥାନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ଓ ଶିଶୁ ଶ୍ରମିକ ଶୁନ୍ୟ ଜିଲ୍ଲା ଭାବେ ଦେଶ ବିଦେଶରେ ଚର୍ଚ୍ଚିତ ହୋଇ ସୁନାମ ଅର୍ଜିଥିବା ଜିଲ୍ଲା ହେଉଛି ମୟୁରଭଞ୍ଜ । ଆଉ ଏବେ ଉଦ୍ୟାନକୃଷିରେ ସଫଳତା…
#OdiaPost : ଧନୁ ସଂକ୍ରାନ୍ତିରେ ହୁଏ ମୁଆଁ ଭୋଗ । ଧନୁମୁଆଁ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା
ପୌଷ ମାସର ପ୍ରଥମ ଦିନ ଧନୁସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏଇ ଦିନ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରନ୍ତି । ସୂର୍ଯ୍ୟ ଏଇ ଦିନର ଉପାସ୍ୟ । ଗଙ୍ଗା ଯମୁନା, ଗୋଦାବରୀ ଆଦି ପବିତ୍ର ନଦୀମାନଙ୍କରେ ଶ୍ରଦ୍ଧାଳୁ ପୁଣ୍ୟ ମନେକରି ବୁଡ଼ ପକାଇଥାନ୍ତି । କଳାବାରିରେ ମେଢ଼ି ଖୁଣ୍ଟ ନିକଟରେ ମୁଆଁ ପୂଜା ହୁଏ ।…