Bhubaneswar Buzz

Odia Articles

#OdiaPost : ଲକ୍ଷେ ଲକ୍ଷ୍ମୀପାଦ ଝୋଟି ଓ ଲକ୍ଷ୍ମୀ ପୁରାଣ ପାଠ – ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତି

#OdiaPost : ଲକ୍ଷେ ଲକ୍ଷ୍ମୀପାଦ ଝୋଟି ଓ ଲକ୍ଷ୍ମୀ ପୁରାଣ ପାଠ – ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତି

ଝୋଟି ଓଡ଼ିଆ ଚଳଣିରେ ଏକ ହାତକଳା । ଓଡ଼ିଶାର ପ୍ରତି ପର୍ବପର୍ବାଣି, ପୂଜା ବ୍ରତ ଓ ଓଷାରେ ଓଡ଼ିଆଣୀମାନେ ପାରମ୍ପରିକ ଭାବେ ଘର ଲିପା ପୋଛା କରି ଝୋଟି ଚିତା ଓ ମୁରୁଜ ଅଙ୍କନ କରନ୍ତି । ଲକ୍ଷ୍ମୀଙ୍କୁ ଆବାହନ ପାଇଁ ମାର୍ଗଶୀର ମାସ ପ୍ରତି ଗୁରୁବାର ଦିନ ଘରେ ଘରେ ଦାଣ୍ଡ ଦୁଆରୁ ଲକ୍ଷ୍ମୀଙ୍କ…

#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ

#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ

ମାର୍ଗଶୀର ଶୁକ୍ଳଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି…

#OdiaPost ଆମ ଠାକୁରଙ୍କୁ ବି ହୁଏ ଶୀତ । ପିନ୍ଧନ୍ତି ଶୀତବସ୍ତ୍ର । ଓଢ଼ଣ ଷଷ୍ଠୀରୁ ହୁଏ ଘୋଡ଼ଲାଗି ବେଶ

#OdiaPost ଆମ ଠାକୁରଙ୍କୁ ବି ହୁଏ ଶୀତ । ପିନ୍ଧନ୍ତି ଶୀତବସ୍ତ୍ର । ଓଢ଼ଣ ଷଷ୍ଠୀରୁ ହୁଏ ଘୋଡ଼ଲାଗି ବେଶ

ମାନବ ଲୀଳା କରୁଥିବା ଆମ ଆରାଧ୍ୟ ଠାକୁର ବିଭିନ୍ନ ପାର୍ବଣରେ ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି । ଠିକ ମଣିଷଙ୍କ ଭଳି ଖାଆନ୍ତି ମଣିଷଙ୍କ ଭଳି ପିଅନ୍ତି ମଣିଷଙ୍କ ଭଳି ବର୍ଷକୁ ଥରେ ଜ୍ୱର ହୁଏ, ମାଉସୀ ଘର ବୁଲି ଆସନ୍ତି । ସେପରି ମାର୍ଗଶୀର ମାସ (ଶୀତଦିନ) ଉପନୀତ ହୋଇଥିବାରୁ ତାଙ୍କୁ ମଧ୍ୟ…

#OdiaPost କାଞ୍ଜିଅଁଳା – ଅଜବ ଏ ପୂଜା କାଞ୍ଜି, ଚକୁଳି ଓ ମାଛ ତରକାରୀରେ ଥାଏ ମଜା

#OdiaPost କାଞ୍ଜିଅଁଳା – ଅଜବ ଏ ପୂଜା କାଞ୍ଜି, ଚକୁଳି ଓ ମାଛ ତରକାରୀରେ ଥାଏ ମଜା

କାଞ୍ଜିଅଁଳା ଓଡ଼ିଆ ଘରେ ଏକ ସ୍ୱତନ୍ତ୍ର ପର୍ବ । ମାର୍ଗଶିର କୃଷ୍ଣପକ୍ଷ ନବମୀ ତିଥିରେ ସଞ୍ଜରେ ଅଗଣାରେ ପୂଜା ଆରମ୍ଭ ହୁଏ । ୭ଟି ପିତା ଶୁଖୁଆକୁ ବୋହୁ ମନେକରି ହଳଦୀ ପାଟ ପିନ୍ଧାଇ କଦଳୀ ପତ୍ରରେ ଥୋଇ ପୂଜା କରାଯାଏ । ଘରର ବୋହୂମାନେ ଶଙ୍ଖ ବଜାଇ ହୁଳହୁଳି ପକାଇ ବନ୍ଦାପନା କରନ୍ତି ।…

#OdiaPost ପ୍ରଥମାଷ୍ଟମୀ – ଏଣ୍ଡୁରି ପିଠାରେ ଘର ମହକେ

#OdiaPost ପ୍ରଥମାଷ୍ଟମୀ – ଏଣ୍ଡୁରି ପିଠାରେ ଘର ମହକେ

ପ୍ରଥମାଷ୍ଟମୀ (Prathamastami) ସାରା ଓଡ଼ିଶାରେ ଆନନ୍ଦ ଓ ଉତ୍ସାହର ପର୍ବ ଭାବେ ପାଳନ କରାଯାଇଥାଏ । ଉତ୍କଳୀୟ ଧର୍ମୀୟ ବିଶ୍ୱାସ ଅନୁଯାୟୀ ଏହି ଦିନ ଶ୍ରୀଲିଙ୍ଗରାଜ ମହାପ୍ରଭୁ ତାଙ୍କ ମାମୁଁ ଘରକୁ ଯାଇ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ପରିଧାନ କରିଥିଲେ । ଏହି ପର୍ବରେ ପରିବାରରେ ଥିବା ଜ୍ୟେଷ୍ଠ ପୁତ୍ର ବା କନ୍ୟାକୁ ନୂଆ ବସ୍ତ୍ର…

#OdiaPost କଟକ ଜିଲ୍ଲାର ଧବଳେଶ୍ବର ପୀଠ – କାର୍ତ୍ତିକମାସରେ ବୁଲିଯିବା ପାଇଁ ପ୍ରକୃଷ୍ଟ ପର୍ଯ୍ୟଟନ ସ୍ଥଳୀ

#OdiaPost କଟକ ଜିଲ୍ଲାର ଧବଳେଶ୍ବର ପୀଠ – କାର୍ତ୍ତିକମାସରେ ବୁଲିଯିବା ପାଇଁ ପ୍ରକୃଷ୍ଟ ପର୍ଯ୍ୟଟନ ସ୍ଥଳୀ

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାନଦୀ ତ୍ରିକୋଣ ଭୂମି କୁଦରେ ଶ୍ରୀ ଧବଳେଶ୍ୱର ମହାପ୍ରଭୁଙ୍କ ମନ୍ଦିର ଅବସ୍ଥିତ । ବଡ଼ଓଷା ଏଠାରେ ପାଳିତ ହେଉଥିବା ସବୁଠାରୁ ବଡ଼ ପର୍ଵ । ବଡ଼ ଓଷା କରୁଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ମାସ ପ୍ରଥମ ସୋମବାରଠାରୁ ବ୍ରତ ଆରମ୍ଭ କରିଥାନ୍ତି । ଧର୍ମମାସ କାର୍ତ୍ତିକରେ ଧବଳେଶ୍ୱର ପୀଠରେ ମାସ…

#OdiaPost ଓଡ଼ିଶାରୁ ହିଁ ମୋର ପରିଚୟ ଆରମ୍ଭ । ବାରବାଟିକୁ କେବେ ଭୁଲିପାରିବିନାହିଁ – ମିଲଖା ସିଂହ

#OdiaPost ଓଡ଼ିଶାରୁ ହିଁ ମୋର ପରିଚୟ ଆରମ୍ଭ । ବାରବାଟିକୁ କେବେ ଭୁଲିପାରିବିନାହିଁ – ମିଲଖା ସିଂହ

୨ ନଭେମ୍ବର ୨୦୧୬ରେ ଏକଲବ୍ୟ ପୁରସ୍କାର ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତୃତା ଆରମ୍ଭରୁ ଓଡ଼ିଶା ମାଟିର ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ କ୍ରୀଡ଼ାବିତ ମିଲଖା ସିଂହ । ସେ କହିଲେ ” ଉତ୍କଳ ମାଟିକୁ ମୁଁ କେବେ ଭୁଲି ପାରିବି ନାହିଁ । ଓଡ଼ିଶାରୁ ହିଁ ମୋର ପରିଚୟ ଆରମ୍ଭ…

#OdiaPost କୁଚିପାଲିର ଜୁଗାର ଯାତ୍ରା –  ଖଇ ଗୁଡ଼ର ଆକୃତି ସହ କଳା କାରିଗରଙ୍କ କସରତ ପର୍ବ

#OdiaPost କୁଚିପାଲିର ଜୁଗାର ଯାତ୍ରା –  ଖଇ ଗୁଡ଼ର ଆକୃତି ସହ କଳା କାରିଗରଙ୍କ କସରତ ପର୍ବ

  The people of Kuchipali, a village near Ghens have been celebrating Jugar Jatra (Jugar means fried paddy mixed with molasses shaped like cylindrical cone) since 1985 to dispense with mass sacrifice or Bali of animals and birds before Goddess…

#OdiaPost ଡାଲଖାଇ ନୃତ୍ୟଶିଳ୍ପୀ ଗୁରୁବାରୀ ମିର୍ଦ୍ଧାଙ୍କ ପାଦରେ ପାଦ ମିଶାଇ ନାଚିଥିଲେ ଇନ୍ଦିରା ଗାନ୍ଧୀ

#OdiaPost ଡାଲଖାଇ ନୃତ୍ୟଶିଳ୍ପୀ ଗୁରୁବାରୀ ମିର୍ଦ୍ଧାଙ୍କ ପାଦରେ ପାଦ ମିଶାଇ ନାଚିଥିଲେ ଇନ୍ଦିରା ଗାନ୍ଧୀ

ପ୍ରଖ୍ୟାତ ଡାଲଖାଇ ନୃତ୍ୟାଙ୍ଗନା ଗୁରୁବାରୀ ମିର୍ଦ୍ଧା ଆଉ ଆମ ଗହଣରେ ନାହାନ୍ତି  । ଆଜକୁ ପ୍ରାୟ ଅଠଚାଳିଶ ବର୍ଷ ପୂର୍ବେ ତାଙ୍କର ଚମତ୍କାର ନୃତ୍ୟ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ହଁ ଆମେ ସେ ଗୁରୁବରୀଙ୍କ କଥା କହୁଛୁ ଯିଏ ଦିନେ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇ ଓଡ଼ିଶା…

#OdiaPost ଗଣକବି ବୈଷ୍ଣବ ପାଣି – ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ଏକ ଅବିସ୍ମରଣୀୟ ପ୍ରତିଭା

#OdiaPost ଗଣକବି ବୈଷ୍ଣବ ପାଣି – ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ଏକ ଅବିସ୍ମରଣୀୟ ପ୍ରତିଭା

ଅସଂଖ୍ୟ ଗୀତିନାଟ୍ୟ, ସୁଆଙ୍ଗ, କାବ୍ୟ, ସଙ୍ଗୀତ, ଭଜନ, ଜଣାଣ, ଗୀତିକବିତା ଓ ଗଦ୍ୟସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି ଗଣକବି ବୈଷ୍ଣବ ପାଣି  । ସେ ୧୮୮୨ ମସିହା କୁମାର ପୂର୍ଣିମା ଗୁରୁବାର ଦିନ ମାହାଙ୍ଗା ଥାନା ଅନ୍ତର୍ଗତ ବିରୂପା ନଈ କୂଳର ଗାଁ କୋଠପଦାଠାରେ ସୁଦର୍ଶନ ପାଣିଙ୍କ ଔରସ ଏବଂ ମାତା…