ରାଜ୍ୟର ବିଭିନ୍ନ କଲେଜମାନଙ୍କରେ ନିକଟରେ ଘଟୁଥିବା ନିର୍ବାଚନୀ ହିଂସା ବାବଦରେ ଆପଣ ଅବଗତ ଥିବେ । ଏସବୁ ଏବେର ନୂଆ କଥା ନୁହେଁ ଅତୀତରେ ରାଜ୍ୟର ବଡ଼ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ ବହୁଥର ଜାତୀୟସ୍ତରରେ ଲଜ୍ଜିତ ହୋଇଛି । କେବଳ କଲେଜ ପରିସରରେ ହିଂସା ସୀମିତ ରହୁନାହିଁ । ଅପରପକ୍ଷଙ୍କୁ ଧମକ, ମରଣାନ୍ତକ ଆକ୍ରମଣ, ବସ…
#OdiaPost ମନ୍ଦିରରେ ପୂଜା ପାଉଛନ୍ତି ମହାତ୍ମା ଗାନ୍ଧୀ – ସମ୍ବଲପୁର ଭତରାରେ ଭାରତର ପ୍ରଥମ ଗାନ୍ଧୀ ମନ୍ଦିର
ଉନ୍ନବିଂଶ ଶତାବ୍ଦୀର ଅଶୀ ଦଶକରେ ହରିଜନଙ୍କ ଦ୍ବାରା ତିଆରି ହୋଇଥିବା ଏ ହେଉଛି ଭାରତର ପ୍ରଥମ ଏବଂ ଅନନ୍ୟ ଗାନ୍ଧି ମନ୍ଦିର । ଛୁଆଁ ଅଛୁଆଁ ଭେଦଭାବ ଆନ୍ଦୋଳନ ଡାକରା ଦେଇଥିବା ମହାତ୍ମାଗାନ୍ଧୀ ଗ୍ରାମବାସୀଙ୍କ ଦୃଷ୍ଟିରେ କୌଣସି ଭଗବନଙ୍କଠୁ କମ ନଥିଲେ । ହରିଜନ ହୋଇଥିବାରୁ ଏକଦା ଏହି ଗାଁର ଗ୍ରାମବାସୀ ଭେଦଭାବର ଶିକାର…
#OdiaPost ଦକ୍ଷିଣ ଏସିଆର ସବୁଠୁ ବଡ଼ ଗ୍ରାମ ଭୁବନର ପ୍ରସିଦ୍ଧ ‘ଦଶହରା ବଳଦ ଯାତ୍ରା’
ଦକ୍ଷିଣ ଏସିଆର ସବୁଠୁ ବଡ଼ ଗ୍ରାମ ହେଉଛି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଭୁବନ । ଗାଁଟି ୧୯୭୨ ମସିହାରେ ଏନଏସିର ମାନ୍ୟତା ପାଇଥିଲା । ଭାରତର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମସ୍ଥାନ ଓ କଂସା ବାସନ କାମ ପାଇଁ ମଧ୍ୟ ଏହି ସ୍ଥାନ ପ୍ରସିଦ୍ଧ । ଲୋକମତରେ ‘ଭୋବନା’ ନାମକ ଏକ…
#OdiaPost ଆଧୁନିକ ସାହିତ୍ୟର ଦିଗଦର୍ଶକ ଓ ଓଡ଼ିଆ ଭାଷା ପ୍ରାଣ ପୁନଃପ୍ରତିଷ୍ଠାତା କବିବର ରାଧାନାଥ ରାୟ
ରାଧାନାଥଙ୍କ ସମୟରେ ଓଡ଼ିଆ ଭାଷା ଆନ୍ଦୋଳନ ସକ୍ରିୟ ରୂପ ନେଇଥିଲା । ଓଡ଼ିଆ ଭାଷା, ସେତେବେଳେ ବଙ୍ଗଳା ଭାଷା ତୁଳନାରେ ମଧ୍ୟଯୁଗୀୟ ସାହିତ୍ୟପୁଷ୍ଟ ଥିଲେ ମଧ୍ୟ କିଛି ବଙ୍ଗାଳୀ ଶିକ୍ଷାବିତ ଓଡ଼ିଆ ଭାଷାକୁ ବିଲୁପ୍ତ କରିବାକୁ ଏବଂ ଓଡ଼ିଶା ବିଦ୍ୟାଳୟମାନଙ୍କରେ ଶିକ୍ଷାର ମାଧ୍ୟମ ବଙ୍ଗଳା କରିବାକୁ ଚକ୍ରାନ୍ତ କଲେ । କେବଳ ସେତିକି ନୁହେଁ…
#OdiaPost ଦୂତୀବାହନ ଓଷା ଓ ପାଟି ସୁଆଦିଆ ଘାଣ୍ଟ ତରକାରୀ ପର୍ବ
ଦ୍ଵିତୀୟା ଓଷା ହେଉଛି ଓଡିଶାର ଏକ ପାରମ୍ପରିକ ପର୍ବ । ଦୂତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ । ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଅଟନ୍ତି ଦ୍ବିତୀବାହନ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା (ଦୂତିୟା ଓଷା) ପାଳନ କରାଯାଏ…
#OdiaPost ଭୁବନେଶ୍ୱରରେ ଆକର୍ଷଣ ସାଜିଛନ୍ତି ଥାଇଲାଣ୍ଡ ଗଣେଶ
ଥାଇଲାଣ୍ଡ ଗଣେଶ ହେଉଛନ୍ତି ରାଜଧାନୀ ଭୁବନେଶ୍ଵରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପୂଜା ପାଉଥିବା ଗଣେଶଙ୍କ ମଧ୍ୟରେ ସବୁଠୁ ବଡ଼ ଗଣେଶ । ଉଚ୍ଚତା ୨୫ ଫୁଟ, ଚଉଡ଼ା ୩୫ ଫୁଟ ଓ ଗୋଲେଇ ୨୨ଫୁଟ । ମାସେ କାଳ ଦଶଜଣ କରିଗରଙ୍କ ଦ୍ୱାରା ତିଆରି ହେଉଥିବା ଏହି ମୂର୍ତ୍ତି ପିଛା ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ…
#OdiaPost ଭାଗବତ ଜନ୍ମ – ୫୦୦ ବର୍ଷର ସ୍ମୃତି ଉଜ୍ଜୀବିତ କରୁଛନ୍ତି ଓଡ଼ିଶାବାସୀ
ଭାଦ୍ରବ ମାସ ପୂର୍ଣ୍ଣିମାକୁ ଭାଗବତ ଜନ୍ମଦିନ ରୂପେ ଓଡ଼ିଶାରେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥିତ ଅଛି । ଓଡ଼ିଆ ଭାଷାର ପ୍ରସାର କରିବା ଦିଗରେ ଏବଂ ଓଡ଼ିଆମାନଙ୍କ ଭଗବତ ସଂହତି ରକ୍ଷା କରିବା ଦିଗରେ ଓଡ଼ିଆ ଭାଗବତର ଅବଦାନ ଅସୀମ । ଓଡ଼ିଆ…
#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ
ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ, ଗୁରୁତ୍ୱ ବହନ କରି ଆସିଛି । ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ ।ଶ୍ରାବଣ ମାସର…
#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ
ସର୍ବପ୍ରଥମେ ଆମେ ଆପଣଙ୍କୁ ଗୁରୁଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛୁ । ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଗୁରୁଦିବସ ପାଳନ ହୁଏ । UK ରେ ଅକ୍ଟୋବର ୫ ଓ USA ରେ ମଇ ମାସର ପ୍ରଥମ ସପ୍ତାହ ଶିକ୍ଷକଙ୍କ ଲାଗି ଉତ୍ସର୍ଗ କରାଯାଏ । କିନ୍ତୁ ଭାରତରେ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ…