Bhubaneswar Buzz

Odia Articles

#OdiaPost ଗୋପୀନାଥ ମହାନ୍ତି – ଓଡ଼ିଶାର ପ୍ରଥମ ଜ୍ଞାନପୀଠ  ଓ ସାହିତ୍ୟ ଏକାଡେମୀ ସମ୍ମାନିତ ଔପନ୍ୟାସିକ

#OdiaPost ଗୋପୀନାଥ ମହାନ୍ତି – ଓଡ଼ିଶାର ପ୍ରଥମ ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ସମ୍ମାନିତ ଔପନ୍ୟାସିକ

Winner of the first ever Sahitya Akademi Award (1955) for his novel, “AMRUTARA SANTANA” and the first recipient from Odisha, of the highest literary award of the country, Jnanpith (1974) for his epic fiction, “MATIMATALA”, Dr. Gopinath Mohanty dominated the…

#OdiaPostAt11 ବଇଆଳିଶିବାଟିର ଏହି ଗଙ୍ଗେଶ୍ଵରୀ ଦେଉଳରୁ ହୋଇଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପରିକଳ୍ପନା -#ବିଶ୍ଵଐତିହ୍ୟଦିବସ ଅବସରରେ ଆମ ପ୍ରସ୍ତୁତି

#OdiaPostAt11 ବଇଆଳିଶିବାଟିର ଏହି ଗଙ୍ଗେଶ୍ଵରୀ ଦେଉଳରୁ ହୋଇଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପରିକଳ୍ପନା -#ବିଶ୍ଵଐତିହ୍ୟଦିବସ ଅବସରରେ ଆମ ପ୍ରସ୍ତୁତି

Picture Courtesy : Ashish Sarangi Did you know Gangeswari Mandir was built as a model replica for the gigantic Konark sun temple? Read more below: ପୁରୀ ଜିଲ୍ଲା କୋଣାର୍କ ଠାରେ ସୂର୍ଯ୍ୟ ମନ୍ଦିର ସମେତ ଅଖଣ୍ଡେଶ୍ଵର ମନ୍ଦିର, ଅମରେଶ୍ଵର, ଦୁର୍ଗା, ଗଙ୍ଗେଶ୍ଵରୀ, କେନ୍ଦୁଳି, ଲକ୍ଷ୍ମୀନାରାୟଣ, ମଙ୍ଗଳା ଓ…

#OdiaPostAt11 ପୁରୀର ସାହିଯାତ  ଓ ଶ୍ରୀକ୍ଷେତ୍ର ମହୋତ୍ସବ – ଓଡ଼ିଆ ପାରମ୍ପରିକ ସମରାଭ୍ୟାସ ସହ ନାଗା ମୁଖ୍ୟ ଆକର୍ଷଣ

#OdiaPostAt11 ପୁରୀର ସାହିଯାତ ଓ ଶ୍ରୀକ୍ଷେତ୍ର ମହୋତ୍ସବ – ଓଡ଼ିଆ ପାରମ୍ପରିକ ସମରାଭ୍ୟାସ ସହ ନାଗା ମୁଖ୍ୟ ଆକର୍ଷଣ

Keeping a centuries old tradition alive Puri hosts festival of Sahi Jata that blends spirituality and performing arts. Read more about this in Odia below: ଜଗନ୍ନାଥଙ୍କ ରଥଯାତ୍ରା ପରେ ଏହା ହେଉଛି ପୁରୀର ଦ୍ଵିତୀୟ ବଡ଼ ଯାତ୍ରା । ଏଥିରେ ବିପୁଳ ଜନସମାଗମ ହୁଏ ।…

#OdiaPostAt11 ବଜ୍ର ପୁରୁଷ କେଶବ ସ୍ଵାଇଁ – ଆପଣଙ୍କ ଦୃଷ୍ଟି ଆଢ଼ୁଆଳରେ ଓଡ଼ିଶାର ପ୍ରଥମ ଗିନିସ ରେକର୍ଡ଼ଧାରୀ

#OdiaPostAt11 ବଜ୍ର ପୁରୁଷ କେଶବ ସ୍ଵାଇଁ – ଆପଣଙ୍କ ଦୃଷ୍ଟି ଆଢ଼ୁଆଳରେ ଓଡ଼ିଶାର ପ୍ରଥମ ଗିନିସ ରେକର୍ଡ଼ଧାରୀ

କେଶବ ସ୍ଵାଇଁ ମାତ୍ର ଏକ ମିନିଟରେ ନିଜ କହୁଣୀରେ ୯୨ ଟି କଞ୍ଚା ପଇଡ଼ ଭାଙ୍ଗି ଗିନିସ ବିଶ୍ଵ ରେକର୍ଡ଼ଧାରୀ ଅଟନ୍ତି । ତାଙ୍କର କୌଶଳକୁ ଅକ୍ଟୋବର ୨୮, ୨୦୧୫ ମସିହାରେ ଭୁବନେଶ୍ଵରର ଜନତା ମୈଦାନଠାରେ ପ୍ରଦର୍ଶନ କରିଥିଲେ । ଶ୍ରୀ ସ୍ବାଇଁ ହେଉଛନ୍ତି ନିଜ କହୁଣୀରେ ସର୍ବାଧିକ ସବୁଜ(କଞ୍ଚା) ପଇଡ଼ ଭାଙ୍ଗିବାରେ  ବିଶ୍ଵର ପ୍ରଥମ…

#OdiaPostAt11 ଭୁବନେଶ୍ଵରର ରୁକୁଣା ରଥଯାତ୍ରା – ଶିବଙ୍କର ଏପରି ଏକ ରଥଯାତ୍ରା ସମଗ୍ର ବିଶ୍ଵରେ ବିରଳ

#OdiaPostAt11 ଭୁବନେଶ୍ଵରର ରୁକୁଣା ରଥଯାତ୍ରା – ଶିବଙ୍କର ଏପରି ଏକ ରଥଯାତ୍ରା ସମଗ୍ର ବିଶ୍ଵରେ ବିରଳ

ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଉତ୍ସବରେ ଲିଙ୍ଗରାଜଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ…

#OdiaPostAt11 ଓଡ଼ିଆ ନବ ବର୍ଷ – ଆମ ଚଳଣି, ଧାର୍ମିକ ଭାବନା ଓ ବିଜ୍ଞାନ ଉପରେ ଏକ ନଜର

#OdiaPostAt11 ଓଡ଼ିଆ ନବ ବର୍ଷ – ଆମ ଚଳଣି, ଧାର୍ମିକ ଭାବନା ଓ ବିଜ୍ଞାନ ଉପରେ ଏକ ନଜର

ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ଵତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହିଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି । ଏହିଦିନ ପଣା ପ୍ତସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ । ଦେବତା ଓ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ…

#OdiaPostAt11 ରମେଶ ଅଗରୱାଲ ଅନେକ ଟ୍ରକ ଡ୍ରାଇଭରଙ୍କ ଜୀବନ ରକ୍ଷା କରିଛନ୍ତି – ଅନିଦ୍ରା କାରଣରୁ ଏପରି ହଜାର ହଜାର ଡ୍ରାଇଭରଙ୍କ ଦୁଃଖଦ ମୃତ୍ୟୁ ଘଟେ  । କଣ ତାଙ୍କ ପ୍ରୟାସ ଜାଣନ୍ତୁ…

#OdiaPostAt11 ରମେଶ ଅଗରୱାଲ ଅନେକ ଟ୍ରକ ଡ୍ରାଇଭରଙ୍କ ଜୀବନ ରକ୍ଷା କରିଛନ୍ତି – ଅନିଦ୍ରା କାରଣରୁ ଏପରି ହଜାର ହଜାର ଡ୍ରାଇଭରଙ୍କ ଦୁଃଖଦ ମୃତ୍ୟୁ ଘଟେ । କଣ ତାଙ୍କ ପ୍ରୟାସ ଜାଣନ୍ତୁ…

ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁର ସେ ଅକୁହା କଥା: ଆମେ ବସ ଅଥବା ଆରାମଦାୟକ ଚାରି ଚକିଆ ଯାନରେ ରାଜପଥରେ ଯିବାବେଳେ ମାଲବାହୀ ଟ୍ରକଗୁଡ଼ିକ ମଧ୍ୟମ ଗତିରେ ଆଗକୁ ବଢୁଥିବାର ଦେଖୁ । ଗାଡି ଦେହରେ ମେରା ଭାରତ ମହାନ, ହମ ଦୋ ହମାରା ଦୋ ଆଦି ଅନେକ କଥା ଓ ଉପଦେଶରେ ଚିତ୍ର ବିଚିତ୍ର ହୋଇଥାଏ…

#OdiaPostAt11 ଟେବୁଲ ଉପରେ ଛିଡ଼ାହୋଇ ପଢ଼ାଉଥିବା ଏହି ଛୋଟୁସାରଙ୍କୁ ଜାଣନ୍ତୁ

#OdiaPostAt11 ଟେବୁଲ ଉପରେ ଛିଡ଼ାହୋଇ ପଢ଼ାଉଥିବା ଏହି ଛୋଟୁସାରଙ୍କୁ ଜାଣନ୍ତୁ

ହରିୟାଣାର ସାର ଆଜାଦ ସିଂ (ଛୋଟୁ ସାର ନାମରେ ଜଣା) ବୟସ ୨୨ ବର୍ଷ, ଓଜନ 2st ୧୩ lbs, ଉଚ୍ଚତା ମାତ୍ରା ତିନି ଫୁଟ । ବିଶ୍ଵର ସର୍ବନିମ୍ନ ଉଚ୍ଚତା ବିଶିଷ୍ଟ ଶିକ୍ଷକ ଭାବେ ଗୁଇନିସ ରେକର୍ଡରେ ସ୍ଥାନ ପାଇଛନ୍ତି । କଳାପଟାରେ ପହଞ୍ଚିବା ପାଇଁ ତାଙ୍କୁ ଟେବୁଲ ଉପରେ ଚଢିବାକୁ ପଡ଼େ ।…

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

  ସଭିଏଁ ଜାଣନ୍ତି ଯେ ଭାରତର ଆଧୁନିକ ସ୍ଥପତି ବିଦ୍ୟା ଇଂରେଜ ଓ ମୁଗଲମାନଙ୍କ ଦାନ । ଏଡ଼ଉଇନ ଲ୍ୟୁଟେନସ ଏବଂ ହରବର୍ଟ ବେକର ପାର୍ଲ୍ୟାମେଣ୍ଟ ହାଉସର ନିର୍ମାଣ ଶୈଳୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ସତ୍ୟ ଯେ ସେ ଭାରତର ପ୍ରାଚୀନ ସ୍ଥପତିକୁ ନକଲ କରି ତାଙ୍କ ସମୁର୍ଣ୍ଣ ନିଜର ଢାଞ୍ଚା ବୋଲି…

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

ଗରମ ଦିନରେ ରାବିଡି ବାଲା କୁଲଫିର ସ୍ବାଦ ନିଆରା । ଉଦୁଉଦିଆ ଖାରବେଳେ ଥଣ୍ଡା ଥଣ୍ଡା କୁଲଫିର ମଜା କହିଲେ ନସରେ । ଆଜିକାଲି ଏମିତିବି ବଜାରରେ ମଲାଇ, କେଶର, ଚକଲେଟ ଆଦି ଫ୍ଲେଭରର କୁଲଫି ଉପଲବ୍ଧ ହେଲାଣି । ଯାହା ଇଛା ଖାଇ ପାରିବେ । ଆଜିର ଯୁଗ କେତେ ସୁବିଧା ହୋଇଗଲାଣି ।…