Bhubaneswar Buzz

Odisha News

#OdiaPost : ଅଶି ଦଶକରେ ଚର୍ଚ୍ଚିତ ହୋଇଥିଲା ଶିମିଳିପାଳ ଅଭୟାରଣ୍ୟର ବାଘରାଣୀ ଖଇରୀ 

#OdiaPost : ଅଶି ଦଶକରେ ଚର୍ଚ୍ଚିତ ହୋଇଥିଲା ଶିମିଳିପାଳ ଅଭୟାରଣ୍ୟର ବାଘରାଣୀ ଖଇରୀ 

(ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ମନେ ପକାଉଛୁ ସ୍ନେହ ଆଦର ପାଇ ହିଂସ୍ର ପ୍ରକୃତି ଛାଡ଼ି ନିରୀହା, ଅଲିଅଳି ପାଲଟି ଯାଇଥିବା ପ୍ରସିଦ୍ଧ ବାଘୁଣୀ ‘ଖଇରୀ’କୁ) ଯଶୀପୁରର ପୋଷାବାଘୁଣୀ ଖଇରୀ ସେତେବେଳେ ଶିମିଳିପାଳ ପାଇଁ ଅନେକ ପ୍ରସିଦ୍ଧି ଆଣିଥିଲା । ଦେଶ ବିଦେଶରୁ ପର୍ଯ୍ୟଟକ, ଗବେଷକଙ୍କମାନେ ଛୁଟି ଆସୁଥିଲେ ତାକୁ ଦେଖିବା ପାଇଁ । ବାଘ…

#OdiaPost : ଅବଦୁଲ କାଲାମ ଦ୍ବୀପ ଓ କିଛି କଥା : A Blog on APJ Abdul Kalam Island of Odisha Coast

#OdiaPost : ଅବଦୁଲ କାଲାମ ଦ୍ବୀପ ଓ କିଛି କଥା : A Blog on APJ Abdul Kalam Island of Odisha Coast

ଓଡ଼ିଶା ଉପକୂଳରୁ ୧୦ କିମି ଦୂରରେ କଳିଙ୍ଗ ସାଗରରେ ଅବସ୍ଥିତ ଦୁଇ କିଲୋମିଟର ଦୈର୍ଘ୍ୟ ଏବଂ ୩୯୦ ଏକର (୧.୬ ବର୍ଗ କିମି) କ୍ଷେତ୍ରଫଳ ବିଶିଷ୍ଟ ଦ୍ବୀପ ହେଉଛି ହୁଇଲର । ଅଧୁନା ଏହା ଭାରତର ସର୍ବାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଭାବେ ପରିଚୟ ପାଇଛି । ଏହି ଦ୍ବୀପରୁ ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ମଧ୍ୟରେ…