ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି “ଶ୍ରୀଜୀ” କିଂଵା “ଜୀ” ଶବ୍ଦ…
