Bhubaneswar Buzz

Wikipedia15 edit-a-thon in Puri to celebrate 15 years of free knowledge

Odia_Wikipedia_Puri_Workshop_bhubaneswar buzz

PURI—Jan.16, 2016—The WikiTungi Puri, an informal group of Wikimedians based in Puri, Odisha, are organising an Wikipedia edit-a-thon in the town to improve the science and technology related articles on Odia Wikipedia. A group of about 15 Wikimedians are gathering at the hotel Janaki Residency in Badadanda, Puri. The event will start at 11 and will continue for the whole day until 5 in the evening. This 15th, Wikipedia turned 15 and we see there is a huge gap of science and technology related articles on Odia Wikipedia. So we decided to for this sprint where all of us will contribute in translating articles related to science and technology-related articles from English Wikipedia, finding information on the web, and create Odia Wikipedia articles”, says Snehasish Nayak a lead organiser of the event. Kailash ch Tikiatray from Odisha Sahitya Academy will be inaugurating the event while Shankar Parida, Ex-Chairman of Odia Bhasha Bikas Samiti, Puri and Bipin Bihari Dalei, Editor, Tikitara Patrika (children’s magazine) will be joining as guests for this event. The event is being organised by the WikiTungi Puri and supported by the larger Odia Wikimedia community and the Centre for Internet and Soceiety’s Access to Knowledge programme. The Wikimedians are also visiting Puri Gajapati Dibyasingha Deba’s office to discuss about digitisation of old and valuable manuscripts.

The Odia Wikipedia is one among the Wikipedia projects that is available in over 290 world languages including over 20 Indian languages. Started in 2001, the English Wikipedia recently completed 15 years. Odia Wikipedia was started a year after English Wikipedia as one of the first four Indian language Wikipedia projects along with Assamese, Malayalam and Punjabi. It is available at or.wikipedia.org. With over 25 active volunteer editors adding more and more encyclopedic articles in Odia almost doubled recently by the addition of the new members from Puri in the community. Dr. Subas Chandra Rout, a retired specialist doctor and active Wikimedian elaborates more about the new editors, “I have never seen such enthusiastic youth before. If more such people join us, Odia Wikipedia could easily cross all other language Wikipedia projects.” Dr. Rout is one of the few resource persons for the edit-a-thon who would be facilitating the event helping the new editors learn about creating and editing Wikipedia articles.

Odia

ପୁରୀରେ ପାଳିତ ହେବ ଉଇକିପିଡ଼ିଆ ୧୫: ଉଇକିପିଡ଼ିଆର ୧୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ପ୍ରସଙ୍ଗ ତିଆରି ।

ପୁରୀ-୨୦୧୬ ମସିହା ଜାନୁଆରୀ ୧୭-ଏହି ମାସ ୧୫ ତାରିଖରେ ଇଣ୍ଟରନେଟରେ ଉପଲବ୍ଧ ବିଶ୍ୱର ବିଶାଳତମ ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆକୁ ୧୫ ବର୍ଷ ପୂରିଲା । ଏହି ଅବସରରେ ପୁରୀଠାରେ ଓଡ଼ିଆ ଉଇକିପିଡ଼ିଆର ସମ୍ପାଦନା କରୁଥିବା ଏକ ବେସରକାରୀ ଦଳ “ଉଇକିଟୁଙ୍ଗି ପୁରୀ” ଏକ ଗଣସମ୍ପାଦନାର ଆୟୋଜନ କରୁଛି । ଏଥିରେ ଓଡ଼ିଆରେ ଉପଲବ୍ଧ ବିଭିନ୍ନ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ପ୍ରସଙ୍ଗ ଇଂରାଜୀରୁ ଅନୁବାଦ କରାଯିବ, ବିଭିନ୍ନ ସ୍ଥାନରେ ଉପଲବ୍ଧ ତଥ୍ୟ ଆଧାରରେ ଆଗରୁ ଥିବା ଲେଖାଗୁଡ଼ିକ ସମ୍ପାଦନା କରି ସୁଧରାଯିବ,” କହିଛନ୍ତି କାର୍ଯ୍ୟକ୍ରମର ପରିଚାଳକ ସ୍ନେହାଶିଷ ନାୟକ । ପାଖାପାଖି ୧୫ରୁ ଅଧିକ ସ୍ୱେଚ୍ଛାସେବୀ ଉଇକିଆଳି (ଉଇକିପିଡ଼ିଆ ସମ୍ପାଦକ) ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସକାଳ ୧୧ଟା ବେଳେ ପୁରୀ ବଡ଼ଦାଣ୍ଡସ୍ଥିତ ହୋଟେଲ ଜାନକୀରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଉଇକିପିଡ଼ିଆ ଭଳି ଏକ ବିଶ୍ୱସ୍ତରୀୟ ବହୁଭାଷୀ ପ୍ରକଳ୍ପର ଓଡ଼ିଆ ଭାଷା ପାଇଁ ଆବଶ୍ୟକତା, ଏଥିରେ ଓଡ଼ିଆରେ ଟାଇପ କରିବା, ବିଭିନ୍ନ ଖବରକାଗଜ, ବହି ଓ ଅନ୍ୟାନ୍ୟ ବିଶ୍ୱସନୀୟ ସ୍ଥାନରେ ପ୍ରକାଶିତ ପ୍ରସଙ୍ଗ ଆଧାର ଉନ୍ନତ ଜ୍ଞାନକୋଷ ଭିତ୍ତିକ ଲେଖା ଲେଖିବା ବାବଦରେ ତାଲିମ ଦିଆଯିବ ।

ପାଖାପାଖି ୧୫ ଜଣ ସକ୍ରିୟ ଉଇକିଆଳିଙ୍କୁ ନେଇ ଗଠିତ ଓଡ଼ିଆ ଉଇକିପିଡ଼ିଆରେ ନାନାଦି ବିଷୟରେ ୧୦ ହଜାରରୁ ଅଧିକ ପ୍ରସଙ୍ଗ ରହିଛି । ଏହା ଇଂରାଜୀ ଉଇକିପିଡ଼ିଆର ବର୍ଷେ ପରେ ୨୦୦୨ ମସିହାରେ ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଅହମିୟା, ମାଲାୟାଲାମ ଓ ପଞ୍ଜାବୀ ସହିତ ଉପଲବ୍ଧ ହୋଇଥିଲା । ଏତେ ଆଗ୍ରହୀ ଯୁବକ ଯୁବତୀ ମୁଁ ଆଗରୁ କେବେ ଦେଖି ନଥିଲି । ନିକଟରେ ପୁରୀରେ ଅନୁଷ୍ଠିତ ଏକ ଉଇକିପିଡ଼ିଆ କର୍ମଶାଳାରେ ପାଖାପାଖି ୧୨ ଜଣ ସକ୍ରିୟ ଉଇକିଆଳି ମିଶିବା ପରେ ଏହି ଦଳର ଆକାର ଦୁଇଗୁଣା ବଢ଼ିଛି । ଏ ବାବଦରେ ବଖାଣି ଡାକ୍ତର ସୁବାସ ଚନ୍ଦ୍ର ରାଉତ କହନ୍ତି, “ଏ ଭଳି ଲୋକ ଜୁଟିଲେ ଅଳ୍ପ ଦିନରେ ଓଡ଼ିଆ ଉଇକିପିଡ଼ିଆ ସମସ୍ତଙ୍କୁ ଟପିଯିବ ।” ଏହି କାର୍ଯ୍ୟକ୍ରମରେ ପୁରୀ ରାଜାଙ୍କ ଉପସ୍ଥିତିରେ ପୁରୁଣା ଓଡ଼ିଆ ପୋଥି ଓ ବହି ଆଦିର ସଂରକ୍ଷଣ ବାବଦରେ ଆଲୋଚନା ମଧ୍ୟ ହେବ ।

CIS-A2K Press contact

Subhashish Panigrahi
Programme Officer, Access to Knowledge (CIS-A2K)
Centre for Internet and Society

Comments

comments