Bhubaneswar Buzz
କେତେ ନାଁରେ ଏଇ ଆମ ଭାରତ

କେତେ ନାଁରେ ଏଇ ଆମ ଭାରତ

ପୃଥିଵୀର ସମସ୍ତ ପ୍ରାଚୀନ କଳା, ସଂସ୍କୃତି, ଭାଷା, ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ କୁହାଯାଇଛି- “ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ । ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।” (ଵିଷ୍ଣୁ ପୁରାଣ(୨।୩।୨୪)) ଅର୍ଥାତ୍ “ଦେଵତା ଗୀତ ଗାୟନ…

ସୀମାରେ ଥିବା ସୈନ୍ୟଙ୍କ ଲାଗି କଲେଜଗୁଡ଼ିକରୁ ସଂଗ୍ରହ ହେଲା ରାକ୍ଷୀ

ସୀମାରେ ଥିବା ସୈନ୍ୟଙ୍କ ଲାଗି କଲେଜଗୁଡ଼ିକରୁ ସଂଗ୍ରହ ହେଲା ରାକ୍ଷୀ

ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭଉଣୀର ସୁରକ୍ଷାପାଇଁ ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଚଳିତ ବର୍ଷ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲେଶ୍ଵରରୁ ଏବିଭିପି ଛାତ୍ର ସଂଗଠନ ପରିଷଦ ପକ୍ଷରୁ ସେନାରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ଶୁଭ ମନାସି କାର୍ଯ୍ୟକର୍ତ୍ତାମାନେ ସମଗ୍ର ବାଲେଶ୍ଵର ଜିଲ୍ଲାର ଅଧିକାଂଶ କଲେଜରୁ ରାକ୍ଷୀ…

କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଲେ ଦୃଷ୍ଟି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, କାରୁକାର୍ଯ୍ୟ ଛୁଇଁ ଅନନ୍ୟ ଅନୁଭୁତି ସାଉଣ୍ଟିଲେ

କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଲେ ଦୃଷ୍ଟି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, କାରୁକାର୍ଯ୍ୟ ଛୁଇଁ ଅନନ୍ୟ ଅନୁଭୁତି ସାଉଣ୍ଟିଲେ

  ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟକୁ ସ୍ପର୍ଶ କରିଵାକୁ ସ୍ୱତନ୍ତ୍ର ଅନୁମତି ଦେଲେ ପ୍ରତ୍ନତାତ୍ତ୍ୱିକ ଵିଭାଗ । ପ୍ରଥମ ଥରପାଇଁ ଦୃଷ୍ଟି ଦିବ୍ୟାଙ୍ଗଙ୍କ ଲାଗି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହେଲା ଅନନ୍ୟ ଐତିହ୍ୟ ଭ୍ରମଣ କାର୍ଯ୍ୟକ୍ରମ ।   ପୁରାତନ କୀର୍ତ୍ତିରାଜି, ପଥର ଉପରେ ଚମତ୍କାର କଳ୍ପନାଶକ୍ତିର ପରିପ୍ରକାଶ ଓ କଳା ନୈପୁଣ୍ୟର ଵିରଳ ନିଦର୍ଶନ…