Bhubaneswar Buzz
‘କଟି-ଫିଟି’ରୁ ‘ଫ୍ରେଣ୍ଡ-ଅନଫ୍ରେଣ୍ଡ’ ଯାଏଁ, ବନ୍ଧୁତ୍ବ ସେବେ ଆଉ ଏବେ #OdiaPost

‘କଟି-ଫିଟି’ରୁ ‘ଫ୍ରେଣ୍ଡ-ଅନଫ୍ରେଣ୍ଡ’ ଯାଏଁ, ବନ୍ଧୁତ୍ବ ସେବେ ଆଉ ଏବେ #OdiaPost

ଭାରତରେ ବନ୍ଧୁତାକୁ ବହୁତ ଗୁରୁତ୍ଵ ଦିଆଯାଇଆସୁଛି, ଫଳରେ ଆମ ଦେଶରେ ସାଙ୍ଗ ଅର୍ଥକୁ ପ୍ରକାଶ କରିଵାକୁ ସହସ୍ରାଧିକ ଶବ୍ଦ ଵିଭିନ୍ନ ଭାଷାରେ ରହିଛି । ସଂସ୍କୃତରେ — ସଵୟସ,ସଂସର୍ଗିନ୍,ସଖ,ସଖା,ସଖି,ଆପ୍ତ, ମିତ୍ର/ମୈତ୍ର,ଉତ୍ତରସାଧକ,ଵନୁସ୍(ଵିଶେଷଣ), ସୁହାର୍ଦ(ଵିଣ), ଵଲ୍ଲଭ(ଵିଣ), ସୁରଭି(ଵିଣ), ସହଚାରିଣୀ(ସ୍ତ୍ରୀ), ସୁହୃତ, ସୁହୃଜ୍ଜନ, ସମାନ, ପ୍ରିୟକୃତ, ବାନ୍ଧଵ, ଵୟମ୍, ସ୍ନେହିନ, ସଧ୍ର୍ଯଞ୍ଚ, ଵହତି, ପ୍ରାଵିତୃ, ସୌହୃଦ, ଭରଣ୍ଯୁ, ପରସ୍ପରଜ୍ଞ, ଵୟସ୍ଯକ,…

ଶ୍ରାଵଣ ଅମାଵାସ୍ୟା ପାଳନ, କେଉଁଠି କେମିତି… #OdiaPost

ଶ୍ରାଵଣ ଅମାଵାସ୍ୟା ପାଳନ, କେଉଁଠି କେମିତି… #OdiaPost

ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କର ମସ୍ତକରେ ଯେଉଁ  ଚିତାମାନ ‘ଉଲାଗି’ କରାଯାଇଥାଏ, ସେଗୁଡ଼ିକ ‘ଲାଗି’ କରିବା ହେଉଛି ଶ୍ରୀମନ୍ଦିରରେ ଏହି ଦିନର ଧାର୍ମିକ ପରମ୍ପରା । କେତେକ ଐତିହାସିକଙ୍କ ମତରେ ଏହା ତ୍ରୟୋଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ପ୍ରଚଳିତ ହେଉଛି । ପୁରୀ, ଗଞ୍ଜାମ, ନୟାଗଡ଼, ଅଵିଭକ୍ତ କଟକ ଓ ଢେଙ୍କାନାଳ ଆଦି ଅଞ୍ଚଳରେ ଏହା ଚିତଉ ଅମାଵାସ୍ଯା ଭାଵେ ଖ୍ୟାତ ।  ଏହି ଅଵସରରେ ଏଠାକାର ଘରେ ଘରେ ଚିତଉ ପିଠା ଓ କ୍ଷୀରି ହୋଇଥାଏ ଏଵଂ…

ଏହି ସବୁ ଥିଲା ଶ୍ରାଵଣ ମାସର ଓଡ଼ିଆ ପର୍ଵ, ଏଵେ ପ୍ରାୟ ଵିଲୁପ୍ତ

ଏହି ସବୁ ଥିଲା ଶ୍ରାଵଣ ମାସର ଓଡ଼ିଆ ପର୍ଵ, ଏଵେ ପ୍ରାୟ ଵିଲୁପ୍ତ

ପୂର୍ଵେ ଶ୍ରାଵଣ ମାସରେ ଓଡ଼ିଆ ଲୋକେ ଅନେକ ପର୍ଵ ପାଳୁଥିଲେ । ଏଵେ ସେଇ ସବୁ ସ୍ଥାନ ଉତ୍ତର ଭାରତରୁ ଉତ୍ପତ୍ତି ଲାଭ କରିଥିଵା କିଛି ପର୍ଵ ନେଇଯାଇଛି । ସେଥିମଧ୍ୟରୁ କାଉଡ଼ି ଯାତ୍ରା ଓ ରକ୍ଷା ବନ୍ଧନ ଅନ୍ୟତମ । ସମୟକ୍ରମେ ନୂଆ ନୂଆ ପର୍ଵ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରୁଛି, ପୁରୁଣାରୁ ଆଗ୍ରହ…