Bhubaneswar Buzz
ପ୍ରେମର ଅନ୍ୟରୂପ : An Odia short story by Prabir Kumar Sahoo

ପ୍ରେମର ଅନ୍ୟରୂପ : An Odia short story by Prabir Kumar Sahoo

ସାଧାରଣତଃ ମୁଁ ଶୀଘ୍ର ଉଠେ କିନ୍ତୁ ରବିବାର ସକାଳୁ ବୋଉର ଡାକ ନଶୁଣିଲା ଯାଏଁ ମୋ ନିଦ ଭାଙ୍ଗେନି। ଆଉ ବୋଉ, ମୋର ସବୁଦିନିଆ ଅଭ୍ୟାସକୁ ଖରାପ କରେନି ଯଦିଓ ଟିକେ ରିହାତି ଦେଇଦିଏ। ଛଅଟା ପୂର୍ବରୁ ଶଯ୍ୟା ତ୍ୟାଗ କରୁଥିବା ମୋ ଭଳିଆ ସାଧାରଣ କର୍ମଜୀବୀକୁ ଆଠଟା ପୂର୍ବରୁ ଉଠେଇଦିଏ। ସେଦିନ ବି ରବିବାର…