Bhubaneswar Buzz
ପ୍ରତିଶ୍ରୁତି : An Odia short story by Prabir Kumar Sahoo

ପ୍ରତିଶ୍ରୁତି : An Odia short story by Prabir Kumar Sahoo

“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ…