Bhubaneswar Buzz
ଗାଁର କଥା (୧୬) – ବିଶିଷ୍ଟ ଅତିଥି beautiful blog in Odia by Chandra Sekhar Dash

ଗାଁର କଥା (୧୬) – ବିଶିଷ୍ଟ ଅତିଥି beautiful blog in Odia by Chandra Sekhar Dash

  ସ୍କୁଲରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ଗହଳ ଚହଳ ଲାଗିଥାଏ। ସ୍କାଉଟ ଶିକ୍ଷକ, ନଈ ବନ୍ଧରୁ ସ୍କୁଲ ହତାକୁ ଥିବା ଗଡାଣିରେ, ସ୍କାଉଟପିଲାଙ୍କୁ ଦୁଇ ଧାଡ଼ିରେ ଠିଆ କରାଇ, ତିନି ଚାରିଥର ଶୁଶୁରି ବଜାଇ, ବିଭିନ୍ନ ପ୍ରକାର କମାଣ୍ଡ ଦେଇ ସାରିଲେଣି। ସ୍କାଉଟ ପିଲାମାନେ ମଧ୍ୟ ସେହି ଅନୁସାରେ, ସାବଧାନ ଓ ଅସାବଧାନ ରିତିରେ,…