Bhubaneswar Buzz
ଗାଁର କଥା – (୧୩) ଭାର୍ଗବୀର ଦୁଃଖ beautiful blog in Odia by Chandra Sekhar Dash

ଗାଁର କଥା – (୧୩) ଭାର୍ଗବୀର ଦୁଃଖ beautiful blog in Odia by Chandra Sekhar Dash

  ମହାନଦୀର ଅଣନତୁଣୀ ହେଲା ଭାର୍ଗବୀ ନଦୀ। ଆମ ଗାଁକୁ ଦୁଇ ପଟୁ ଘେରି ରହିଛି। ଭାର୍ଗବୀକୁ ଚିରି ଯେଉଁ ନୂଆ ନଈ ଖୋଳା ହେଇଛି, ସେ ଆମ ଗାଁର ପୂର୍ବପଟେ, ଯୌବନ ଶୂନ୍ୟ ଅବସ୍ଥାରେ, ଜନ୍ମ ସମୟରୁ ସମୁଦ୍ର ଆଡକୁ ଲମ୍ବି ଯାଇଛି। ସେ ନୂଆ ନଈ ହେବା ପୂର୍ବରୁ, ପିଲାଦିନେ ଭାର୍ଗବୀର କେତେ…