Bhubaneswar Buzz

Citizen bloggers

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

  ସଭିଏଁ ଜାଣନ୍ତି ଯେ ଭାରତର ଆଧୁନିକ ସ୍ଥପତି ବିଦ୍ୟା ଇଂରେଜ ଓ ମୁଗଲମାନଙ୍କ ଦାନ । ଏଡ଼ଉଇନ ଲ୍ୟୁଟେନସ ଏବଂ ହରବର୍ଟ ବେକର ପାର୍ଲ୍ୟାମେଣ୍ଟ ହାଉସର ନିର୍ମାଣ ଶୈଳୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ସତ୍ୟ ଯେ ସେ ଭାରତର ପ୍ରାଚୀନ ସ୍ଥପତିକୁ ନକଲ କରି ତାଙ୍କ ସମୁର୍ଣ୍ଣ ନିଜର ଢାଞ୍ଚା ବୋଲି…

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

ଗରମ ଦିନରେ ରାବିଡି ବାଲା କୁଲଫିର ସ୍ବାଦ ନିଆରା । ଉଦୁଉଦିଆ ଖାରବେଳେ ଥଣ୍ଡା ଥଣ୍ଡା କୁଲଫିର ମଜା କହିଲେ ନସରେ । ଆଜିକାଲି ଏମିତିବି ବଜାରରେ ମଲାଇ, କେଶର, ଚକଲେଟ ଆଦି ଫ୍ଲେଭରର କୁଲଫି ଉପଲବ୍ଧ ହେଲାଣି । ଯାହା ଇଛା ଖାଇ ପାରିବେ । ଆଜିର ଯୁଗ କେତେ ସୁବିଧା ହୋଇଗଲାଣି ।…

#OdiaPostAt11 ଲାଞ୍ଚ ଦାବୀ ନେଇ ହତାସ ଚାଷୀ ଖଜଣା ଅଫିସରେ ଛାଡ଼ିଲେ ୪୦ଟି ସାପ

#OdiaPostAt11 ଲାଞ୍ଚ ଦାବୀ ନେଇ ହତାସ ଚାଷୀ ଖଜଣା ଅଫିସରେ ଛାଡ଼ିଲେ ୪୦ଟି ସାପ

ଲାଞ୍ଚ ଦିଆନିଆ ଭାରତରେ ନୂଆ ନୁହେଁ । ଶିକ୍ଷାର ପ୍ରଚାର ପ୍ରସାର ଫଳରେ ମଧ୍ୟ ଏହି କୁସଂସ୍କୃତି ଏଯାଏଁ ତିଷ୍ଠି ରହିଛି । ଟେବୁଲ ତଳେ ଦିଆନିଆ ଆଶ୍ଚର୍ଯ୍ୟ ହୋଇ ରହି ନାହିଁ ସତ ମାତ୍ର ବେଳେବେଳେ କେହି ଏହାର ପର୍ଦ୍ଦାଫାଶ କରି ସାମନା କରିଥିବା କାହାଣୀ ଅନେକଂକୁ ଆଶ୍ଚର୍ଯ୍ୟ କରେ । ଉତ୍ତରପ୍ରଦେଶର ବସ୍ତି…

#OdiaPostAt11 ପ୍ରେମରେ ପଡ଼ିବା ପାଇଁ କଣ ମ୍ୟାଟର କରେ? ଆଶ୍ଚର୍ଯ୍ୟକର ୧୧ ଟି ମନସ୍ତାତ୍ତ୍ଵିକ କାରଣ

#OdiaPostAt11 ପ୍ରେମରେ ପଡ଼ିବା ପାଇଁ କଣ ମ୍ୟାଟର କରେ? ଆଶ୍ଚର୍ଯ୍ୟକର ୧୧ ଟି ମନସ୍ତାତ୍ତ୍ଵିକ କାରଣ

ଆପଣ ଯଦି ବାସ୍ତବରେ ଜାଣିବାକୁ ଚାହାନ୍ତି ଯେ ଆମେ ପ୍ରେମରେ କିଆଁ ପଡୁ ତେବେ ଏହି ସ୍ଥାନ ଆପଣଙ୍କ ଆରମ୍ଭ ମାତ୍ର । କାହା ପ୍ରେମରେ ପଡିବାର ଅନେକ କାରଣ ରହିଛି । ପ୍ରାକୃତିକ, ଦୈହିକ ଆକର୍ଷଣ ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣ  ଆଦିରୁ ପ୍ରେମ ହେବାରେ ଅନେକ ଆଲୋଚନା ହୋଇଛି । ଆମେ କେବଳ କିଛି ସାଇକୋଲୋଜିକାଲ…