Bhubaneswar Buzz

Citizen bloggers

ଗାଁର କଥା  — ଭାଷାର କାନ୍ଦ : A beautiful Blog in Odia by Chandra Sekhar Dash

ଗାଁର କଥା — ଭାଷାର କାନ୍ଦ : A beautiful Blog in Odia by Chandra Sekhar Dash

ଅନେକ ଫ୍ଲାଟଥାଇ ବହୁ ମହଲା କୋଠାଘରର ପ୍ରବେଶ ପଥରେ ଫାଟକ ଯଗିଥିବା ଯଗୁଆଳି, ବନ୍ଧୁଙ୍କୁ ଦେଖା କରିବାକୁ ଗାଡି ନେଇ ଯାଉଥିବା ସମୟରେ ଅଟକାଇଲା । ଖାତାରେ ନାମ, ଠିକଣା, ଓ ଦେଖା କରିବାକୁଥିବା ବ୍ୟକ୍ତିଙ୍କ ନାମ ଆଦି ଲେଖିବାକୁ କହିଲା । ଓଡିଆରେ ସବୁ ତକ ଗୋଲ ଗୋଲ କରି ଲେଖିଦେଇ, ଖାତା ଟି…

ଓଡ଼ିଶାର ରଜପର୍ବ: ଏକ ମାତୃ କୈନ୍ଦ୍ରିକ ସଭ୍ୟତାର ମହନୀୟ ପରମ୍ପରା a blog on #RajaParba by Debajani Mohanty

ଓଡ଼ିଶାର ରଜପର୍ବ: ଏକ ମାତୃ କୈନ୍ଦ୍ରିକ ସଭ୍ୟତାର ମହନୀୟ ପରମ୍ପରା a blog on #RajaParba by Debajani Mohanty

ମା ଏବଂ ଭଉଣୀମାନଙ୍କୁ ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ । ରଜ ଓଡ଼ିଶାର ଗୋଟିଏ ସ୍ଵତନ୍ତ୍ର ଊତ୍ସବ । ଆମର ଖାଣ୍ଟି ଓଡ଼ିଆ ପର୍ବଗୁଡ଼ିକ ମଧ୍ୟରୁ ଗୋଟିଏ । ଏହାର କିଛି ମହତ୍ଵ ଆଜି ମୁଁ ଆପଣ ମାନଙ୍କର ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି, ଯାହାକୁ ଆପଣ କୌଣସି ପୁସ୍ତକ, କୌଣସି ୱେବସାଇଟରେ ଆଜି ପର୍ଯ୍ୟନ୍ତ…

ମାଟି ଓ ମମତା : A beautiful Odia Short story by Prabir Kumar Sahoo

ମାଟି ଓ ମମତା : A beautiful Odia Short story by Prabir Kumar Sahoo

“ହଇଓ ଘର କଥା ଟିକେ ଚିନ୍ତା କର। ବୟସ କଣ ଆସୁଛି? ତମ ସାଙ୍ଗ ମାନେ ପରା ଭୁବନେଶ୍ୱରରେ ଘର କିଣି ସାରିଲେଣି। ଆମ ପିଲାମାନେ ତ ଯେ ଯାହା ରାସ୍ତା ଧରିଲେ, ତମ ଚାକିରୀ ସରିଲେ ଆମେ ରହିବା କୋଉଠି”? ସୁମି ଟିକେ ବଡ ପାଟିରେ କହିଲା। ଆଗରୁ ବି ସିଏ କହିଛି  ହେଲେ…

ପ୍ରତିଯୋଗୀ ଭାବେ ଭଲ ବନ୍ଧୁଟିଏ ମିଳିଗଲେ ପ୍ରତିଯୋଗିତାର ମାନ ବଢିଯାଏ…A nice Odia short story by Prabir kumar sahoo

ପ୍ରତିଯୋଗୀ ଭାବେ ଭଲ ବନ୍ଧୁଟିଏ ମିଳିଗଲେ ପ୍ରତିଯୋଗିତାର ମାନ ବଢିଯାଏ…A nice Odia short story by Prabir kumar sahoo

ଟ୍ରେନ ଛାଡିବା ସମୟ ହେଲାଣି ଏ ଦିପୁ ଟା କୁଆଡେ ଗଲା କେଜାଣି। ଯେତେବେଳେ ଦେଖିବ ଡେରି। ବାକି ଗୁଣସବୁ ଭଲ ଥିଲେ କି ଲାଭ, ୟାର ସବୁ କାମ ଶେଷ ମୁହୂର୍ତ୍ତ ଯାଏଁ ଗଡିବ। ଏଇ ପିଲାଟିର ସମୟାନୁବର୍ତ୍ତନର ଘୋର ଅଭାବ। ହେଇ ଦେଖୁନ, ଗୋଟେ କମ୍ପିଟେଟିଭ ପରୀକ୍ଷା ପାଇଁ କଲିକତା ଗଲାବେଳେ ବି…