ଶ୍ରେଷ୍ଠ କଳାର ଦେଶ ଉତ୍କଳ । ଏଠାରେ ଐତିହ୍ୟସ୍ଥଳୀ ପରିପୂର୍ଣ୍ଣ । ଆମ ପରି ଭିନ୍ନକ୍ଷମମାନଙ୍କର ମଧ୍ୟ ଐତିହ ସ୍ଥଳୀ ବୁଲିବା ଓ କଳାକୁ ଜାଣିବାର ଆଗ୍ରହ ରହିଛି । ଅଵସର ସମୟ ମିଳିଲେ ଛୁଟିଦିନମାନଙ୍କରେ ଆମେ ଦର୍ଶନୀୟ ସ୍ଥାନଗୁଡ଼ିକୁ ଶିକ୍ଷଣ ଭ୍ରମଣମାନ କରିଥାଉ, ହେଲେ ସେମାନେ ମନମାରିଦିଅନ୍ତି । କାରଣ ସାଧାରଣ ଲୋକଙ୍କ ପରି…
