ସନ୍ନିରୋଧନ (Lockdown) ମଧ୍ୟରେ ଆପଣ ଘରେ ଅଛନ୍ତି, ଆଉ ସୁରକ୍ଷିତ ଅଛନ୍ତି । ଏଥିସହ ଆପଣ ପର୍ଯ୍ୟାପ୍ତ ସମୟ ନିଜ ପରିଵାର ପାଇଁ ଦେଉଛନ୍ତି । ଏହି ସମୟ ଯାକ ଆପଣଙ୍କ ପିଲା ଆପଣଙ୍କ ପ୍ରତ୍ୟକ୍ଷ ସ୍ନେହ ଯତ୍ନ ପାଇ ଖୁସି ହେଉଥିଵ ନିଶ୍ଚୟ । ଆପଣ ଜାଣନ୍ତି କି ?, ପିଲାମାନଙ୍କୁ ଖେଳରେ ଖେଳରେ… Nistha Ranjan Dash April 30, 2020 Citizen Bloggers, Doctors, Education, Good Health, Hospitals Read more