ଏପ୍ରିଲ ମାସ ଶେଷ ସପ୍ତାହରେ WhatsApp ରେ ଵାଇରାଲ ହୋଇଥିଵା ଏହି ପେପର କଟିଂଟିର ସତ୍ୟ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲାର ଵ୍ୟକ୍ତି ଜଣକ ନିଜ ଘରେ ଯେଉଁ ପାରିଜାତ ଫୁଲ ଫୁଟିଛି ବୋଲି ଦାବି କରିଛନ୍ତି, ତାହା ଭୁଲ ପ୍ରମାଣିତ ହୋଇଛି । ଉଦ୍ଭିଦ ପ୍ରେମୀ ଡାକ୍ତର ଦେଵାଶିଷ ଜେଠୀଙ୍କ ଅନୁୁୁ୍ଧ୍ୟାନରୁ ଜଣା ପଡ଼ିଲା…