Bhubaneswar Buzz

Festival

#OdiaPostAt11 ପୁରୀର ସାହିଯାତ  ଓ ଶ୍ରୀକ୍ଷେତ୍ର ମହୋତ୍ସବ – ଓଡ଼ିଆ ପାରମ୍ପରିକ ସମରାଭ୍ୟାସ ସହ ନାଗା ମୁଖ୍ୟ ଆକର୍ଷଣ

#OdiaPostAt11 ପୁରୀର ସାହିଯାତ ଓ ଶ୍ରୀକ୍ଷେତ୍ର ମହୋତ୍ସବ – ଓଡ଼ିଆ ପାରମ୍ପରିକ ସମରାଭ୍ୟାସ ସହ ନାଗା ମୁଖ୍ୟ ଆକର୍ଷଣ

Keeping a centuries old tradition alive Puri hosts festival of Sahi Jata that blends spirituality and performing arts. Read more about this in Odia below: ଜଗନ୍ନାଥଙ୍କ ରଥଯାତ୍ରା ପରେ ଏହା ହେଉଛି ପୁରୀର ଦ୍ଵିତୀୟ ବଡ଼ ଯାତ୍ରା । ଏଥିରେ ବିପୁଳ ଜନସମାଗମ ହୁଏ ।…

#OdiaPostAt11 ମହାଡ଼ମ୍ବରରେ ପାଳିତ ହେଉଛି ଶ୍ରୀରାମ ନବମୀ – ମନ୍ଦିର ଓ ରାମଲୀଳା ସ୍ଥଳୀଗୁଡ଼ିକ ଉତ୍ସବମୁଖର

#OdiaPostAt11 ମହାଡ଼ମ୍ବରରେ ପାଳିତ ହେଉଛି ଶ୍ରୀରାମ ନବମୀ – ମନ୍ଦିର ଓ ରାମଲୀଳା ସ୍ଥଳୀଗୁଡ଼ିକ ଉତ୍ସବମୁଖର

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଦିନ ପବିତ୍ର ରାମନବମୀ ତିଥିରେ ସାରା ରାଜ୍ୟରେ ଆନନ୍ଦର ସହ ପାଳିତ ହେଉଛି । କିମ୍ବଦନ୍ତି ଅନୁଯାୟୀ ପବିତ୍ର ଚୈତ୍ର ଶୁକ୍ଲ  ନବମୀଦିନ ଦ୍ଵିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ  ଭରତଙ୍କୁ ଓ ସୁମିତ୍ରା  ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ । ବିଷ୍ଣୁଙ୍କ ସପ୍ତମ ଅବତାର…

#OdiaPostAt11 ଭୁବନେଶ୍ଵରର ରୁକୁଣା ରଥଯାତ୍ରା – ଶିବଙ୍କର ଏପରି ଏକ ରଥଯାତ୍ରା ସମଗ୍ର ବିଶ୍ଵରେ ବିରଳ

#OdiaPostAt11 ଭୁବନେଶ୍ଵରର ରୁକୁଣା ରଥଯାତ୍ରା – ଶିବଙ୍କର ଏପରି ଏକ ରଥଯାତ୍ରା ସମଗ୍ର ବିଶ୍ଵରେ ବିରଳ

ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଉତ୍ସବରେ ଲିଙ୍ଗରାଜଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ…