ଆଲୋକର ପର୍ବ ଦୀପାବଳି ସାରା ଭାରତରେ ଭିନ୍ନ ଭିନ୍ନ ମତକୁ ନେଇ ବିଭିନ୍ନ ଶୈଳୀରେ ପାଳିତ ହୋଇଥାଏ । ଉତ୍ତରଭାରତୀୟ ରାମଙ୍କର ଅଯୋଧ୍ୟା ଆଗମନ ଖୁସିରେ ଦୀପାଵଳି ପାଳନ୍ତି । ଶକ୍ତି ଉପାସକଙ୍କ ପାଇଁ ଦୀପାଵଳି ଦେବୀ କାଳିଙ୍କର ଅନ୍ୟତମ ପୂଜାର୍ଚ୍ଚନାର ଦିଵସ । ଦକ୍ଷିଣ ଭାରତୀୟ ମାନେ ନରକାସୁର ବଧ ତଥା କେତେକ ଅଞ୍ଚଳରେ…
ଗାଁର କଥା (୧୯) : ସମ୍ବଲପୁରୀ ସାର୍ଟ beautiful blog in Odia by Chandra Sekhar Dash
ଦିଲ୍ଲୀରେ କିଛି ଦିନ ତଳେ ନୂଆଖାଇ ପରବ ପାଳନ ହୋଇଥିଲା। ସେଠାରେ ରହୁଥିବା ସମ୍ବଲପୁରର ଜଣେ ଅନ୍ତରଙ୍ଗ ବନ୍ଧୁ, ଭବାନୀ ଶଙ୍କର ଦୀକ୍ଷିତ ସେ ଉତ୍ସବରେ ଉଠିଥିବା ଅନେକ ଫଟୋ, ଫେସବୁକରେ ଦୁଇ ତିନିଟା କରି, କିଛି ଦିନ ହେଲା ଦେଇ ଚାଲିଥିଲେ। ବନ୍ଧୁ ବନ୍ଧୁଙ୍କ ଭିତରେ କୃତଜ୍ଞତା ଓ ଶୁଭେଛାର ବାର୍ତ୍ତା ବିତରଣ…
ଅପେକ୍ଷା : A beautiful Odia Short Story by Sudhansu Sekhar
କଟକ କ୍ୟାଣ୍ଟନମେଣ୍ଟ ବାରବାଟୀ ଷ୍ଟାଡିୟମ ଛକ | ସେଦିନ ଥିଲା ଶୁକ୍ରବାର ଆଉ ମୁ ଅପେକ୍ଷା କରିଥିଲି ସେଇ “ପ୍ରିନ୍ସସସ ଅଫ ମାଇଁ ଫାମିଲି” ଲେଖା ହେଇଥିବା ଗାଢ଼ ନାଲି ରଙ୍ଗର ବଜାଜ ସନି ଗାଡିକୁ | ଏପଟେ ଘରକୁ ୭:୩୦ ପୂର୍ବରୁ ଯିବାକୁ ହବ ନ ହେଲେ ବାପାଙ୍କ ଗାଳି ସୁନିଶ୍ଚିତ | ସେପଟେ…
ପ୍ରେମର ଅନ୍ୟରୂପ : An Odia short story by Prabir Kumar Sahoo
ସାଧାରଣତଃ ମୁଁ ଶୀଘ୍ର ଉଠେ କିନ୍ତୁ ରବିବାର ସକାଳୁ ବୋଉର ଡାକ ନଶୁଣିଲା ଯାଏଁ ମୋ ନିଦ ଭାଙ୍ଗେନି। ଆଉ ବୋଉ, ମୋର ସବୁଦିନିଆ ଅଭ୍ୟାସକୁ ଖରାପ କରେନି ଯଦିଓ ଟିକେ ରିହାତି ଦେଇଦିଏ। ଛଅଟା ପୂର୍ବରୁ ଶଯ୍ୟା ତ୍ୟାଗ କରୁଥିବା ମୋ ଭଳିଆ ସାଧାରଣ କର୍ମଜୀବୀକୁ ଆଠଟା ପୂର୍ବରୁ ଉଠେଇଦିଏ। ସେଦିନ ବି ରବିବାର…
ରାବଣ ମରିବନି : An Odia short story by Prabir Kumar Sahoo on this Dussehra
“ସାର ନମସ୍କାର। ଭୋଜି ତାରିଖ ଫାଇନାଲ କଲେ ମୋତେ କହିବେ ମୁଁ ଆପଣଙ୍କ ପସନ୍ଦର ଜିନିଷ ମଗେଇ ଦେଇଛି”। ରାଜେଶ ବାବୁଙ୍କ ଅଫିସରେ ପସିଲା ବେଳକୁ ଆଗପଛ ବିଚାର ନକରି ଅମୂଲ୍ୟ କହିଗଲା। ରାଜେଶ ବାବୁ ଫୋନରେ କାହା ସହିତ କଥା ହେଉଥିଲେ। ଫୋନ ରଖି କଡା ଦୃଷ୍ଟିରେ ଅମୁଲ୍ୟକୁ ଚାହିଁଲେ। “କିହୋ ତମର କଣ୍ଟ୍ରାକ୍ଟରି…
ପ୍ରତିଶ୍ରୁତି : An Odia short story by Prabir Kumar Sahoo
“ଆଜି ଏଇ ବାସର ଶେଯରେ ତମେ ମୋତେ କଥା ଦିଅ ରୁନୁ, ମୋ ବୋଉ ମନରେ କେବେ ଦୁଃଖ ଦେବନି। ସିଏ ଗୁରୁଜନ, ତା ଭୁଲ ଠିକ ତମେ କେବେବି ଧରିବନି। ବହୁତ ଦୁଃଖ କଷ୍ଟ ମଧ୍ୟରେ ବୋଉ ମୋତେ ମଣିଷ କରିଛି। ତମ ମନରେ ଯଦି କେବେ ଦୁଃଖ ଆସେ ମୋତେ କହିବ। ଅଗ୍ନିକୁ…
ଗାଁର କଥା (୧୮) – କହ ହନୁ ମୋର beautiful blog in Odia by Chandra Sekhar Dash
ରାୟ ପୁର ସ୍କୁଲରେ ଖେଳ ଛୁଟି ସମୟ। ସେ ଗାଁର ପୂର୍ବ ପଟ ସାହିରେ ଏକ ଝିଅ ବାହାଘର ଯୋଗୁଁ, ବେଶ ଗହଳ ଚହଳ ଲାଗିଥାଏ। ସ୍କୁଲରେ ଖବର ପହଞ୍ଚିଲା ଯେ ଗାଁର ପଶ୍ଚିମ ସାହିକୁ ବାଣୁଆ ଆସିଛି, ମାଙ୍କଡ଼ ମାରିବ ବୋଲି। ମାଙ୍କଡ଼ମାନେ ଗଛ ଉପରର ନାଗରିକ। କେବେ କେବେ ସ୍କୁଲ ପାଖ…
ଗାଁର କଥା – (୧୭) ଅସହାୟର ଆଶ୍ରୟ beautiful blog in Odia by Chandra Sekhar Dash
ଅନ୍ୟ ସହରକୁ ଯାଉଥିବା ଶେଷ ବସ୍, ପୁରୀରୁ ରାତି ଆଠଟା ପାଖାପାଖି ଛାଡ଼ିଦେଇଥାଏ। କାମ ସରିବାକୁ ଡେରି ହୋଇଗଲା। ଶେଷ ବସରେ ଯାଇ ହେଲାନି। ବନ୍ଧୁ ବାନ୍ଧବ, ସାଙ୍ଗସୁଖମାନଙ୍କ ଘରେ, ଏ ସମୟରେ ପହଞ୍ଚିଲେ, ଭଲ ଦିଶିବନାହିଁ। ଗାଁକୁ କେମିତି ଫେରିବି, ଚିନ୍ତାରେ ଚାଲୁ ଚାଲୁ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଯାଇଥାଏ। ସାଢେ…
ଗାଁର କଥା (୧୬) – ବିଶିଷ୍ଟ ଅତିଥି beautiful blog in Odia by Chandra Sekhar Dash
ସ୍କୁଲରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ଗହଳ ଚହଳ ଲାଗିଥାଏ। ସ୍କାଉଟ ଶିକ୍ଷକ, ନଈ ବନ୍ଧରୁ ସ୍କୁଲ ହତାକୁ ଥିବା ଗଡାଣିରେ, ସ୍କାଉଟପିଲାଙ୍କୁ ଦୁଇ ଧାଡ଼ିରେ ଠିଆ କରାଇ, ତିନି ଚାରିଥର ଶୁଶୁରି ବଜାଇ, ବିଭିନ୍ନ ପ୍ରକାର କମାଣ୍ଡ ଦେଇ ସାରିଲେଣି। ସ୍କାଉଟ ପିଲାମାନେ ମଧ୍ୟ ସେହି ଅନୁସାରେ, ସାବଧାନ ଓ ଅସାବଧାନ ରିତିରେ,…
ଗାଁର କଥା-(୧୫) ଦୂରେ କାହିଁ ଦୂରେ beautiful blog in Odia by Chandra Sekhar Dash
ଦିପହରର ଭୋଜନ ସରିଲା ପରେ, ପୁଅ ବାହାରିଲା ଗାଁକୁ ଯିବାକୁ। ଓଡ଼ିଆ କହିପାରୁନଥିବା ବୋହୁ ଓ ନାତୁଣୀ ମଧ୍ୟ ଗାଁକୁ ଯିବାକୁ ମିନିଟିକରେ ରେଡି ହୋଇଗଲେ। ଗାଁର ଘର ଦେଖେଇବାକୁ ସେମାନଙ୍କ ସଙ୍ଗରେ ଯିବାକୁ ବହୁତ ଇଛା ହେଲା। କାରରେ ଭୁବନେଶ୍ବରରୁ ଗାଁ, ମାତ୍ର ଘଣ୍ଟାକର ବାଟ। ଗାଁର ଘର ସାମନାରେ ଗାଡ଼ି ରହିବା…