ମା ଏବଂ ଭଉଣୀମାନଙ୍କୁ ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ । ରଜ ଓଡ଼ିଶାର ଗୋଟିଏ ସ୍ଵତନ୍ତ୍ର ଊତ୍ସବ । ଆମର ଖାଣ୍ଟି ଓଡ଼ିଆ ପର୍ବଗୁଡ଼ିକ ମଧ୍ୟରୁ ଗୋଟିଏ । ଏହାର କିଛି ମହତ୍ଵ ଆଜି ମୁଁ ଆପଣ ମାନଙ୍କର ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି, ଯାହାକୁ ଆପଣ କୌଣସି ପୁସ୍ତକ, କୌଣସି ୱେବସାଇଟରେ ଆଜି ପର୍ଯ୍ୟନ୍ତ…
#OdiaPost ସବୁଠୁ ବଡ଼ ବ୍ରତ ନିର୍ଜଳା ଏକାଦଶୀ କଥା
— ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଭୀମସେନୀ / ପାଣ୍ଡବ ଏକାଦଶୀ ବ୍ରତ କଥା — ଭୀମ ବ୍ୟାସଙ୍କୁ କହିଲେ ହେ ପିତାମହ, ଭ୍ରାତା ଯୁଧିଷ୍ଟିର, ମାତା କୁନ୍ତୀ, ଦ୍ରୌପଦୀ, ଅର୍ଜୁନ, ନକୁଳ ଏବଂ ସହଦେବ ଆଦି ସଭିଏଁ ଏକାଦଶୀ ବ୍ରତ କରିବାକୁ କହୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ କହୁଛି ଯେ ଭାଇ ମୁଁ ଭଗବାନଙ୍କର ଶକ୍ତି…
#OdiaPost ଜଗତ ଉଦ୍ଧାର ବାର୍ତ୍ତା ଆଣିଥିଲେ ଭୀମ ଭୋଇ
ଭୀମ ଭୋଇ ଥିଲେ ଆଧ୍ୟାତ୍ମବାଦୀ ବ୍ରହ୍ମବାଦୀ ଚେତନା, ନିର୍ବିକାର ଉପାସନାର ପୂଜାରୀ । ସେ ତତ୍କାଳୀନ ସମୟରେ ସାରା ବିଶ୍ୱରେ ଆଧ୍ୟାତ୍ମିକବାଦୀ ପ୍ରକାଣ୍ଡ ଅଧିକାରୀ ଥିଲେ । ମାନବ ଜାତି ପାଇଁ ତାଙ୍କ ଜୀବନ ଉତ୍ସର୍ଗ ଥିଲା । ତାଙ୍କ ଦ୍ୱାରା ପ୍ରଚାରିତ ମହିମା ଧର୍ମ, ବ୍ରାହ୍ମସମାଜ, ପ୍ରାର୍ଥନା ସମାଜ ଓ ଆର୍ଯ୍ୟ ସମାଜର ସମସାମୟିକ ଭାବେ ସମାଜ…
#OdiaPost ଅକ୍ଷୟ ତୃତୀୟା ତିଥିରେ ପ୍ରାରମ୍ଭ କରନ୍ତୁ ଯେକୌଣସି କାର୍ଯ୍ୟ – ଶୁଭ ହିଁ ଶୁଭ
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ ମଧ୍ୟରେ ସବୁଠାରୁ ଶୁଭ ତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ…
#OdiaPost କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ – ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଓ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ
Amidst the unique destiny makers of Odisha, the Gajapati of Paralakhemundi Sri Krushna Chandra Narayan Dev is an unblemished personality in the annals of history. The chieftain in the crusade for carving out unified Utkal Pradesh by way of engineering…
#OdiaPost ବାରମାସୀ ଆଦର୍ଶ ଜଳଛତ୍ର ଖୋଲି ପୁଣ୍ୟ ଅର୍ଜନ କରୁଛନ୍ତି ଜୟଦେବ
ଖରାଦିନ ଆସିଲେ ଛକ ବଜାର ରାସ୍ତା ଘାଟ ଆଦିରେ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ବେସରକାରୀ ଓ ସରକାରୀ ସଂସ୍ଥାମାନଙ୍କ ସହଯୋଗରେ ସାମୟିକ ଜଳଛତ୍ରମାନ ପ୍ରତିଷ୍ଠା କରାଯାଏ । ଏଇ ଜଳଛତ୍ରଗୁଡ଼ିକରେ ପାଣି ବଦଳେଇବା, ପରିଷ୍କାର ପରିଚ୍ଛନ୍ନତା ରଖିବା, ଛାୟା ଓ ଶୀତଳତା ଆଦିର ସୁବନ୍ଦୋବସ୍ତ କରିବା, ପରିଚାଳକଙ୍କ ଗୁରୁ ଦାୟିତ୍ୱ ହୋଇଥାଏ । ଉଚିତ ପରିଚାଳନା ହୋଇପାରିଲେ ହିଁ…
#OdiaPost ଗୋପୀନାଥ ମହାନ୍ତି – ଓଡ଼ିଶାର ପ୍ରଥମ ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ସମ୍ମାନିତ ଔପନ୍ୟାସିକ
Winner of the first ever Sahitya Akademi Award (1955) for his novel, “AMRUTARA SANTANA” and the first recipient from Odisha, of the highest literary award of the country, Jnanpith (1974) for his epic fiction, “MATIMATALA”, Dr. Gopinath Mohanty dominated the…
ମାଟି ଓ ମମତା : A beautiful Odia Short story by Prabir Kumar Sahoo
“ହଇଓ ଘର କଥା ଟିକେ ଚିନ୍ତା କର। ବୟସ କଣ ଆସୁଛି? ତମ ସାଙ୍ଗ ମାନେ ପରା ଭୁବନେଶ୍ୱରରେ ଘର କିଣି ସାରିଲେଣି। ଆମ ପିଲାମାନେ ତ ଯେ ଯାହା ରାସ୍ତା ଧରିଲେ, ତମ ଚାକିରୀ ସରିଲେ ଆମେ ରହିବା କୋଉଠି”? ସୁମି ଟିକେ ବଡ ପାଟିରେ କହିଲା। ଆଗରୁ ବି ସିଏ କହିଛି ହେଲେ…
#OdiaPost ଟିଟିଲାଗଡ଼ର ଚମତ୍କାରୀ ଦେଉଳ : ବାହାରେ ଗରମ ବଢ଼ିଲେ, ଭିତରେ ବଢ଼େ ଶୀତ
ବଲାଙ୍ଗୀରଜିଲ୍ଲାର ପ୍ରମୁଖ ଶୈବପୀଠଗୁଡ଼ିକ ମଧ୍ୟରୁ ଟିଟିଲାଗଡ଼ର ଧବଳେଶ୍ବର ପୀଠ ଅନ୍ୟତମ । ଏହି ଚମତ୍କାରୀ ଦେଉଳର ବିଶେଷତା ହେଲା ଦେଉଳରେ କୌଣସି ପଙ୍ଖା, କୁଲର ବା ବତାନୁକୁଳିତ ଯନ୍ତ୍ର ସ୍ଥାପନ ହୋଇନଥିଲେ ବି ଦେଉଳ ଭିତରେ ଥାଇ କେହିବି ବାତାନୁକୁଳିତ ଯନ୍ତ୍ର (AC) ପରି ଶୀତଳତା ଅନୁଭବ କରିଥାଏ । ଯେଉଁ ସମୟରେ ବାହାରର ତାପମାତ୍ରା…
ପ୍ରତିଯୋଗୀ ଭାବେ ଭଲ ବନ୍ଧୁଟିଏ ମିଳିଗଲେ ପ୍ରତିଯୋଗିତାର ମାନ ବଢିଯାଏ…A nice Odia short story by Prabir kumar sahoo
ଟ୍ରେନ ଛାଡିବା ସମୟ ହେଲାଣି ଏ ଦିପୁ ଟା କୁଆଡେ ଗଲା କେଜାଣି। ଯେତେବେଳେ ଦେଖିବ ଡେରି। ବାକି ଗୁଣସବୁ ଭଲ ଥିଲେ କି ଲାଭ, ୟାର ସବୁ କାମ ଶେଷ ମୁହୂର୍ତ୍ତ ଯାଏଁ ଗଡିବ। ଏଇ ପିଲାଟିର ସମୟାନୁବର୍ତ୍ତନର ଘୋର ଅଭାବ। ହେଇ ଦେଖୁନ, ଗୋଟେ କମ୍ପିଟେଟିଭ ପରୀକ୍ଷା ପାଇଁ କଲିକତା ଗଲାବେଳେ ବି…