ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ (ଅଶୋକାଷ୍ଟମୀ) ତିଥିରୁ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ରୁକୁଣା ରଥଯାତ୍ରା । ଏହି ରଥଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥାରୂଢ଼ ହୋଇ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ରୁକ୍ମିଣୀଙ୍କ ନାମ ଅନୁସାରେ ଏହି ରଥର…
ଏମବିସି ଟିଭିର ନୂଆ ଲୋଗୋ ଉନ୍ମୋଚନ ଉତ୍ସବ
ଶନିବାର ପବିତ୍ର ଉତ୍କଳ ଦିବସ ଶୁଭ ସଂଧ୍ୟାରେ ଓଡିଶାର ଲୋକପ୍ରିୟ ଚ୍ୟାନେଲ MBC TVର ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି । ସ୍ଥାନୀୟ ହୋଟେଲ୍ ପଲ୍ ହାଇଟ୍ସରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ MBC TVର ଏହି ପିରବର୍ତ୍ତନର ସ୍ୱରକୁ ଲୋକାର୍ପଣ କରିଥିଲେ ଆମର ଅତିଥିମାନେ । ଜୟଜଗନ୍ନାଥ ଧ୍ୱନିରେ ଉନ୍ମୋଚିତ ହୋଇଥିଲା MBC TVର…
A nice Odia Poem Written by Nishipadma Subhadarshini
A beautiful poem written by Nishipadma Subhadarshini. Nice to see, she is contributing to Odia literature, and was recently awarded with :Yuba Kabita Samman- Bhubaneswar Poetry Festival” on 8th October.
ପଖାଳ : A beautiful short story in Odia by Prabir Kumar Sahoo
ବର୍ଷସାରା ଚାଷକାମରେ ଲାଗି ରହୁଥିବା ବିଜୁ, ଏଇ ତିନିମାସ ଗାଁ ମୁଣ୍ଡ ହାଇୱେ ପାଖରେ ଥିବା ବରଗଛ ମୂଳେ ଦହିବରା ବେପାର କରେ, ଯେ ପର୍ଯ୍ୟନ୍ତ ମାଟିରେ ହଳଫାଳ ଲାଗିବା ପାଗ ହେଇନି। ତା ମନ ଜାଣି ଭଗବାନ ତାକୁ କୁନି ପରି ସ୍ତ୍ରୀ ଟିଏ ଦେଇଛନ୍ତି। ବିଜୁ ଯେମିତି ଚାଷକାମରେ ମାଟି ସହ…
Beautiful Odia Poem Written by Nishipadma Subhadarshini
A beautiful poem written by Nishipadma Subhadarshini. Nice to see, she is contributing to Odia literature, and was recently awarded with :Yuba Kabita Samman- Bhubaneswar Poetry Festival” on 8th October.
ଅନୁତାପ : A nice Odia short story by Sanjay Kumar Biswal
ବିଳମ୍ବିତ ରାତି । ସମୟ ପ୍ରାୟ ୧୨ ତା ହେବ । ଡାକ୍ତରଖାନା ରେ ଥାଏ ମୁ ମୋର ଗୋଟେ ସାଙ୍ଗ ସହ । ସବୁ ଆଡେ ଥାଏ ଗଭୀର ନୀରବତା । କିଛି ଅସ୍ପଷ୍ଟଶବ୍ଦ ଶୁଭିବାରୁ ବୁଲିକି ଦେଖିଲି । ରକ୍ତ ରେ ଭିଜା ଥାଏ ଜଣଙ୍କ ଶରୀର । ତାକୁ ଚାହୁଁଚାହୁଁ କୋହରେ…
A beautiful Odia Short Story ଅଭିମାନ by Sanjay Kumar Biswal
ରାତ୍ରି ପ୍ରାୟ ୨-୩ ଟା ହେବ , ଖଟ ଉପରେ ଆଖି ବୁଜି ପଡିଥାଏ ସିନା ହେଲେ ମନ ବିଚଳିତ ଥାଏ | ଲାଗୁଥିଲା ସାରା ଶରୀର ସତେଯେପରି ବରଫ ପରି ଜମି ଯାଇଛି ଆଉ କେହି ଜଣେ ମତେ ଆଖି ବଡ ବଡ କରିକି ଅନେଇକି ବସିଛି | ଯେତେ ଚେଷ୍ଟା କଲେ ବିସାହସ…
#OdiaPost ଅକ୍ଷମତା ଉପରେ ବିଜୟ – ବୁଲେଟ ହିରୋ ସତୀଶଙ୍କ ପ୍ରେରଣାଦାୟକ କାହାଣୀ
ଦୁନିଆରେ ଆମ ଚାରିପାଖେ ବାସ୍ତବିକ ଜୀବନର ହିରୋଙ୍କ ସଂଖ୍ୟ ପ୍ରକୃତରେ କିଛି କମ ନୁହେଁ । ଅନେକ ସମୟରେ ଆମ ନଜର ତାଙ୍କ ଉପରେ ପଡ଼ିନଥାଏ କାରଣ ମୁଖ୍ୟ ସ୍ରୋତର ମିଡ଼ିଆ ସେମାନଙ୍କୁ ଧ୍ୟାନ ହିଁ ଦେଇନଥାନ୍ତି । ହିରୋ ଅନ୍ୟମାନଙ୍କ ଜୀବନ ସକାରାତ୍ମକ ଭାବନାରେ ଭରିଦିଅନ୍ତି । ଏପରି ଏକ ରିୟଲ ଲାଇଫ ହିରୋ ହେଉଛନ୍ତି ସତୀଶ ।…
Another nice Blog by Deepak Das : ମେରୁଦଣ୍ଡ
ମୋ କାହାଣୀ ମୁଁ ସେ ସମୟରୁ ଲେଖୁଛି ଯେତେବେଳେ ମୋତେ ୧୮-୨୦ ବର୍ଷ ବୟସ ହେଇଥିବ, ହେତୁ ବି ଠିକ ସେ ପଡୁନି l ଏବେ ୬୦ ପାର କରିବନି ବୋଧେ l କାଳିଆ କସରା ମୋର କେବେଠୁ ଚାଲି ଗଲେଣି , ଶରୀର ରେ ଦମ୍ଭ ଆଉ ନାହିଁ , ଦାଣ୍ଡ ଖଟ ରେ ବସି ରହୁଛି ଦିନ ସାରା , କରିବି କଣ , ଚାଷ ଜମି ତ ସବୁ ପଡିଆ…
#OdiaPost ବିଶ୍ବର ମଙ୍ଗଳ କାମନା ନିମିତ୍ତ ୧୮୭୬ରୁ ଆୟୋଜିତ ହେଉଛି ଯୋରନ୍ଦା ମହିମା ମେଳା
ଯୋରନ୍ଦା ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରୁ ପୂର୍ଣ୍ଣିମା ଯାଏଁ ତିନିଦିନ ଧରି ଆୟୋଜିତ ହୋଇଥାଏ । ଏହି ମେଳାର ମୁଖ୍ୟ ଆର୍କଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ ଦେଖିବା । ମେଳା ତିନି ଦିନ ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହଣ ମହଣ ଘିଅରେ ବୃହତ ପିତ୍ତଳ ଝାଡ଼ଦୀପ ପ୍ରଜ୍ବଳନ କରାଯାଏ…