ହରିୟାଣାର ସାର ଆଜାଦ ସିଂ (ଛୋଟୁ ସାର ନାମରେ ଜଣା) ବୟସ ୨୨ ବର୍ଷ, ଓଜନ 2st ୧୩ lbs, ଉଚ୍ଚତା ମାତ୍ରା ତିନି ଫୁଟ । ବିଶ୍ଵର ସର୍ବନିମ୍ନ ଉଚ୍ଚତା ବିଶିଷ୍ଟ ଶିକ୍ଷକ ଭାବେ ଗୁଇନିସ ରେକର୍ଡରେ ସ୍ଥାନ ପାଇଛନ୍ତି । କଳାପଟାରେ ପହଞ୍ଚିବା ପାଇଁ ତାଙ୍କୁ ଟେବୁଲ ଉପରେ ଚଢିବାକୁ ପଡ଼େ ।…
#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!
ସଭିଏଁ ଜାଣନ୍ତି ଯେ ଭାରତର ଆଧୁନିକ ସ୍ଥପତି ବିଦ୍ୟା ଇଂରେଜ ଓ ମୁଗଲମାନଙ୍କ ଦାନ । ଏଡ଼ଉଇନ ଲ୍ୟୁଟେନସ ଏବଂ ହରବର୍ଟ ବେକର ପାର୍ଲ୍ୟାମେଣ୍ଟ ହାଉସର ନିର୍ମାଣ ଶୈଳୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ସତ୍ୟ ଯେ ସେ ଭାରତର ପ୍ରାଚୀନ ସ୍ଥପତିକୁ ନକଲ କରି ତାଙ୍କ ସମୁର୍ଣ୍ଣ ନିଜର ଢାଞ୍ଚା ବୋଲି…
#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?
ଗରମ ଦିନରେ ରାବିଡି ବାଲା କୁଲଫିର ସ୍ବାଦ ନିଆରା । ଉଦୁଉଦିଆ ଖାରବେଳେ ଥଣ୍ଡା ଥଣ୍ଡା କୁଲଫିର ମଜା କହିଲେ ନସରେ । ଆଜିକାଲି ଏମିତିବି ବଜାରରେ ମଲାଇ, କେଶର, ଚକଲେଟ ଆଦି ଫ୍ଲେଭରର କୁଲଫି ଉପଲବ୍ଧ ହେଲାଣି । ଯାହା ଇଛା ଖାଇ ପାରିବେ । ଆଜିର ଯୁଗ କେତେ ସୁବିଧା ହୋଇଗଲାଣି ।…