Juggernaut [(jug-uhr-nawt) ଅଟକୁନଥିବା ଅତି ନିର୍ଦୟ ଧ୍ୱଂସକାରୀ ଶକ୍ତି । ଏହି ଶବ୍ଦର ବ୍ୟବହାର ୟୁରୋପରେ ଉନ୍ନବିଂଶ ଶତାବ୍ଦୀରେ ବୃଦ୍ଧି ପାଇଥିଲା । ଏହାର ଅର୍ଥ ଶ୍ରୀମନ୍ଦିରର ରଥଯାତ୍ରା ଆଡକୁ ଇଂଗିତ କରେ । ଏକଦା ରଥଯାତ୍ରା ଭିଡ଼ ସମୟରେ ସହସ୍ରାଧିକ ଭକ୍ତମାନଙ୍କୁ ନନ୍ଦିଘୋଷ ରଥର ଚକ ଚାପି ଦେଇଥିଲା ।…
