Bhubaneswar Buzz

odia

ଗାଁର କଥା (୩୬) – ବୃକ୍ଷ ବନ୍ଧନ : beautiful blog in Odia by Chandra Sekhar Dash

ଗାଁର କଥା (୩୬) – ବୃକ୍ଷ ବନ୍ଧନ : beautiful blog in Odia by Chandra Sekhar Dash

  ଚେନ୍ନାଇଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତାରେ ପ୍ରାୟ ୩୬୦ କିଲୋମିଟର ଗଲା ପରେ ତ୍ରିଚି ସହର ଆସେ। ୨୦୧୨ ମସିହାରେ ପ୍ରମୋସନ ପରେ ମୁଖ୍ୟ ଆୟକର ଆୟୁକ୍ତ ଭାବରେ ସେଠାରେ ଯୋଗ ଦେବାକୁ ମତେ ନିର୍ଦ୍ଦେଶ ମିଳିଥାଏ। ‘ଭଗବତ-ପିତା’ ନଥିବା ଅଫିସର ରୋଦନ କଲେ କେହି ଶୁଣିବାର ନାହିଁ; ତେଣୁକରି ଏ ଖବର ଶୁଣିକରି…

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ଏବେ ଓଡ଼ିଶାର ଉପକୂଳିଆ ଲୋକେ ଯାହାକୁ ଟମାଟୋ (ଇଂରାଜୀ) ଵା ବିଲାତି (ଯାଵନିକ) କହୁଛନ୍ତି ତାହାର ମୂଳ ଓଡ଼ିଆ ଶବ୍ଦ ହେଉଛି ପାତଲଘଁଟା ଵା ପାଚଲଘଣ୍ଟା ବୋଲି ସାରଳା ମହାଭାରତରୁ ପ୍ରମାଣ ମିଳେ । ଏବେ ମଧ୍ୟ ମୟୂରଭଞ୍ଜ, କଟକ, ଅନୁଗୁଳ, ନୟାଗଡ଼ର କିଛିି ସ୍ଥାନରେ କେହି କେହି ବୟସ୍କ ଲୋକମାନେ ଏହି ପାଚଲଘଣ୍ଟା ଶବ୍ଦ…

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…