ଭାରତରେ ବନ୍ଧୁତାକୁ ବହୁତ ଗୁରୁତ୍ଵ ଦିଆଯାଇଆସୁଛି, ଫଳରେ ଆମ ଦେଶରେ ସାଙ୍ଗ ଅର୍ଥକୁ ପ୍ରକାଶ କରିଵାକୁ ସହସ୍ରାଧିକ ଶବ୍ଦ ଵିଭିନ୍ନ ଭାଷାରେ ରହିଛି । ସଂସ୍କୃତରେ — ସଵୟସ,ସଂସର୍ଗିନ୍,ସଖ,ସଖା,ସଖି,ଆପ୍ତ, ମିତ୍ର/ମୈତ୍ର,ଉତ୍ତରସାଧକ,ଵନୁସ୍(ଵିଶେଷଣ), ସୁହାର୍ଦ(ଵିଣ), ଵଲ୍ଲଭ(ଵିଣ), ସୁରଭି(ଵିଣ), ସହଚାରିଣୀ(ସ୍ତ୍ରୀ), ସୁହୃତ, ସୁହୃଜ୍ଜନ, ସମାନ, ପ୍ରିୟକୃତ, ବାନ୍ଧଵ, ଵୟମ୍, ସ୍ନେହିନ, ସଧ୍ର୍ଯଞ୍ଚ, ଵହତି, ପ୍ରାଵିତୃ, ସୌହୃଦ, ଭରଣ୍ଯୁ, ପରସ୍ପରଜ୍ଞ, ଵୟସ୍ଯକ,…
